ହାତୀବନ୍ଧା ସରସ୍ଵତୀ ଶିଶୁବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ ପାଳନ

ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ହାତୀବନ୍ଧା ଠାରେ ଆଜି ଆନନ୍ଦ ଉଲ୍ଲାସ ସହ ଜନ୍ମାଷ୍ଟମୀ ପର୍ବ ପାଳନ କରାଯାଇଛି |ଶିଶୁ ମନ୍ଦିର ଛାତ୍ର ଛାତ୍ରୀ ରାଧା; କୃଷ୍ଣ, ଯଶୋଦା, ବଳରାମ, ସୁଦାମା ଆଦି ବିଭିନ୍ନ ବେଶରେ ଗାଁ ପରିକ୍ରମା କରିଥିବା ବେଲେ ଗ୍ରାମବାସୀ ଘରେ ଘରେ ବନ୍ଧାପନା କରିଥିଲେ, ବିଭିନ୍ନ ସ୍ଥାନରେ ଦହିହାଣ୍ଡି ଭାଙ୍ଗିଥିଲେ |

Omkar Vasthu
Omkar Vasthu

କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ଶିକ୍ଷକ ଗଜେନ୍ଦ୍ର ପଣ୍ଡା ଯୋଗଦେଇ ପରିଚାଳନା କମିଟି ସଭାପତି ପ୍ରଫୁଲ୍ଲ ଦଣ୍ଡସେନା ଓ ସମ୍ପାଦକ ଡୋଳାମଣି ମେହେର ଜନ୍ମାଷ୍ଟମୀର ମହତ୍ତ୍ଵ ଉପରେ ଆଲୋଚନା କରିଥିଲେ|ଏହି କାର୍ଯ୍ୟକ୍ରମରେ ପ୍ରଧାନ ଆଚାର୍ଯ୍ୟ ଖଗେଶ୍ବର ଦାସ, ସରୋଜ ସିଂ ନିନା, କମଳା ମେହେର, କିଶୋର ଧୀବର, ନରେଶ କାଣ୍ଡ, ଅନନ୍ତ ପଣ୍ଡା ସମେତ ଶିଶୁ ମନ୍ଦିର ର ସମସ୍ତ ଗୁରୁଜୀ ଗୁରୁମା, ସେବକ ସେବିକା ସହଯୋଗ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.