ଶିକ୍ଷୟତ୍ରୀ ଜନକ ଗୌଡଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡ଼ା ଗ୍ରାମ ଡିଗିରା ପଡ଼ା ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ଜନକ ଗୈାଡ ଆଜି ଶିକ୍ଷକତା ଜୀବନରୁ ଅବସର ନେଇଛନ୍ତି। ସେ ଚାକିରୀର ପ୍ରଥମ ସୋପାନ କର୍ମେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଆରମ୍ଭ କରିଥିଲେ। ଶିକ୍ଷକତା ଜୀବନର ଶେଷ ସମୟ ୨୦୧୨ ରୁ ୨୦୨୪ ପର୍ଯ୍ୟନ୍ତ ସର୍ଗିଗୁଡ଼ା ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟ କରୁଥିଲେ। ଆଜି ସେ ଶିକ୍ଷକତା ଜୀବନରୁ ଅବସର ନେଇଛନ୍ତି।

Omkar Vasthu
Omkar Vasthu

ବିଦ୍ୟାଳୟ କତ୍ତୃପକ୍ଷ ଏବଂ ଗ୍ରାମବାସୀ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ତାଙ୍କୁ ବିଭିନ୍ନ ଉପହାର ମାନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହାପରେ ତାଙ୍କ ବାସଭବନ ପର୍ଯ୍ୟନ୍ତ ଛାଡ଼ିବାକୁ ଆସିଥିଲେ। ସର୍ଗିଗୁଡା ତାଙ୍କ ବାସଭବନରେ ମଧ୍ଯ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଅବସରପ୍ରାପ୍ତ ଶିକ୍ଷୟତ୍ରୀଙ୍କ ସ୍ବାମୀ ଅବସରପ୍ରାପ୍ତ ଶିକ୍ଷକ ସଙ୍ଗୀତ ଗୁରୁ ମାଷ୍ଟର ଲକ୍ଷ୍ମଣ ବାଗ, ଭବାନୀ ବାଗ ଓ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.