ପଞ୍ଚ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଓ ରକ୍ତଦାନ ଶିବିର ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ବ୍ଲକ ଅନ୍ତର୍ଗତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର କର୍ଳାପଡ଼ା ଠାରେ ରଜତ ଜୟନ୍ତୀ ପାଳନ ଅବସରରେ ପଞ୍ଚ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଓ ରକ୍ତଦାନ ଶିବିର ଆୟୋଜନ କରାଯାଇ ଶୁଭସ୍ତମ୍ଭ ସ୍ଥାପନ କରାଯାଇ ଶୁଭ ଉଦ୍ଘାଟନ କରାଗଲା । ଏଥିରେ କଳାହାଣ୍ଡିର ପୂର୍ବତନ ଲୋକସଭା ସାଂସଦ ଭକ୍ତ ଚରଣ ଦାସ ଅତିଥି ଭାବରେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ କର୍ତ୍ତା ଭାବରେ ଗଜେନ୍ଦ୍ର ସାହୁ, ସୁଶାନ୍ତ କୁମାର ସାହୁ, କିଶୋର କୁମାର ପ୍ରଧାନ, ସୁବାଷ ଦଣ୍ଡସେନା ଓ ବିଜୁ କୁମାର ସାହୁଙ୍କ ସମେତ ରଜତ ଜୟନ୍ତୀ ପାଳନ ସମିତି, ପରିଚାଳନା ସମିତି, ପୂର୍ବ ପରିଚାଳନା ସମିତି, ଅଭିଭାବକ ଅଭିଭାବିକା, ପୂର୍ବ ଛାତ୍ର, ଶୁଭେଚ୍ଛୁ, ପୂର୍ବତନ ଗୁରୁଜୀ ଗୁରୁମା ଓ ସମସ୍ତ ଗୁରୁଜୀ ଗୁରୁମା ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.