ସୁଧାଂଶୁ ଶେଖର ପାତ୍ରଙ୍କ କବିତା : କହିଲି ମୁଁ କେତେ ମତେ

କହିଲି ମୁଁ କେତେ ମତେ

ସୁଧାଂଶୁ ଶେଖର ପାତ୍ର

 

କହିଲି ମୁଁ କେତେ ମତେ ଶୁଣିଲନି କଥା ଏକା ଥରେ ଭାଙ୍ଗିଦେଲ ସମ୍ପର୍କର ରାସ୍ତା ।
ଖୀର ନୀର ପରି ମିଳିମଶି ରହିଥିଲୁ
ସମୟର ତାଳେ ତାଳେ ବାଟେ
ଚାଲୁଥିଲୁ ।
କୁଟାଖିଅ ପରି ଏବେଘୂରୁଅଛି ଖାଲି
ଭାବି ପାରିଲିନି ଜମା ଦେଲ
ଦୂରେ ଠେଲି।
ତମର ଅସଲ ରୂପ ଚେତାଇଲା ମୋତେ ଗୁଣର ଆଦର ନାହିଁ
ଏ ରଙ୍ଗ ମୂଲକେ।

ପ୍ରଶାନ୍ତି ଭୂମି, ଖସିଗୁଡା
ଚିଲିଗୁଡା, କଳାହାଣ୍ଡି ୭୬୬୦୧୪

For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.