Skip to content
Search
Search
ମୋ ଓଡ଼ିଶା
ଦେଶ-ବିଦେଶ
ରାଜନୀତି
କଳା-ସଂସ୍କୃତି
ସାହିତ୍ୟ
କ୍ରୀଡ଼ା
ମନୋରଞ୍ଜନ
ଜୀବନରଙ୍ଗ
ଅପରାଧ
ଭିଡିଓ ବାର୍ତ୍ତା
ବିଚାର
ସଂପାଦକୀୟ
e-Paper
OdiaBarta.in
24x7News&Views
ବ୍ରେକିଂ ବାର୍ତ୍ତା
ମହାଶକ୍ତି ଫାଉଣ୍ଡେସନର ୨୧ତମ ଜନ୍ମ ବାର୍ଷିକୀ ଓ ଦାନ ଉତ୍ସବ
ଆଉ ହେଉନି ଆମ ପୋଲିସ ସମିତି ବୈଠକ
ନୂଆପଡ଼ା ଉପନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସମାଜବାଦୀ ପାର୍ଟି ପ୍ରାର୍ଥୀ ରମାକାନ୍ତ ହାତୀ
ଆଲୋକର ପର୍ବ ଦୀପାବଳି
ଆଞ୍ଚଳିକ ସୁରକ୍ଷା ମଞ୍ଚର ଉପଦେଷ୍ଟା ଓ ଆଗଧାଡିର ଯାତ୍ରା କଳାକାର ପ୍ରଶାନ୍ତ କୁମାର ପାଢ଼ୀଙ୍କ ବିୟୋଗରେ ଶୋକସଭା
Home
ମାର୍ଗଶିର ମାସରେ ଲକ୍ଷ୍ମୀ ପୂଜା
କଳା-ସଂସ୍କୃତି
ମୋ ଓଡ଼ିଶା
ମାର୍ଗଶିର ମାସରେ ଲକ୍ଷ୍ମୀ ପୂଜା
ମାଣବସା ଗୁରୁବାର ଓଷା ଓଡ଼ିଶାରେ ପାଳିତ ଏକ କୃଷିଭିତ୍ତିକ ପର୍ବ। ମାର୍ଗଶିର ମାସରେ ଓଡ଼ିଆ ନାରୀମାନେ ଏହି ଓଷା ପାଳନ କରିଥାନ୍ତି। ଏହି ପୂଜା ଅନ୍ୟ ଦେଶ ଓ ରାଜ୍ୟମାନଙ୍କରେ ପ୍ରଚଳନ ନାହିଁ। ମାଣବସା ଓଷାକୁ ଲକ୍ଷ୍ମୀ ପୂଜା ମଧ୍ୟ କୁହାଯାଏ। ଏହି ଓଷାକୁ ଓଡ଼ିଶାର ସମସ୍ତ ଜାତିର ଲୋକେ ପାଳନ କରିଥାନ୍ତି। ଏହି ସମୟରେ ଧନଧାନ୍ୟ, ବାତ୍ସଲ୍ୟ ଓ ଦୟାକ୍ଷମାର ପ୍ରତିମୂର୍ତ୍ତି ରୂପେ ଲକ୍ଷ୍ମୀଙ୍କୁ କଳ୍ପନା କରାଯାଇ ଘରର ଶ୍ରୀ, ସମୃଦ୍ଧି, ପରିଷ୍କାର-ପରିଚ୍ଛନ୍ନତା ଆଦି ପ୍ରତି ଦୃଷ୍ଟି ଦିଆଯାଇଥାଏ। ମାର୍ଗଶିର ମାସରେ ପୂଜା ଘରେ ଧାନ ମେଣ୍ଟା ବା “ଧାନବେଣୀ”ରେ ସଜାଯାଇଥାଏ। ଧାନକେଣ୍ଡାକୁ ଗୁନ୍ଥି ଏହି ମେଣ୍ଟା ବା ବେଣୀ ତିଆରି କରାଯାଏ। ଏହି ପର୍ବରେ ମହାଲକ୍ଷ୍ମୀଙ୍କୁ ଗୃହରେ ଧନଧାନ୍ୟ ବୃଦ୍ଧି ନିମନ୍ତେ ମଧ୍ୟ ପୂଜା କରାଯାଏ। ଗୃହିଣୀମାନେ ନିଷ୍ଠାର ସହ ବଳରାମ ଦାସଙ୍କ ବିରଚିତ ଲକ୍ଷ୍ମୀ ପୁରାଣ ପଠନ କରି ଏହି ଓଷା ପାଳନ କରିଥାନ୍ତି।
Omkar Vasthu
Near Ashish Medical Store, Bhawanipatna
Udyogi Nursery
Sunil Kumar Dhangadamajhi
𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛
http://odiabarta.in
Post navigation
ଲାଖଗୁଡ଼ାରେ କାର୍ତ୍ତିକେଶ୍ୱର ଭୋଇଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା
କେଓମାଲ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ
ସତେଜ ବାର୍ତ୍ତା
ମୋ ଓଡ଼ିଶା
ମହାଶକ୍ତି ଫାଉଣ୍ଡେସନର ୨୧ତମ ଜନ୍ମ ବାର୍ଷିକୀ ଓ ଦାନ ଉତ୍ସବ
8 hours ago
Sunil Kumar Dhangadamajhi
ମୋ ଓଡ଼ିଶା
ଆଉ ହେଉନି ଆମ ପୋଲିସ ସମିତି ବୈଠକ
8 hours ago
Sunil Kumar Dhangadamajhi
ମୋ ଓଡ଼ିଶା
ରାଜନୀତି
ନୂଆପଡ଼ା ଉପନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସମାଜବାଦୀ ପାର୍ଟି ପ୍ରାର୍ଥୀ ରମାକାନ୍ତ ହାତୀ
8 hours ago
Sunil Kumar Dhangadamajhi
କଳା-ସଂସ୍କୃତି
ମୋ ଓଡ଼ିଶା
ଆଲୋକର ପର୍ବ ଦୀପାବଳି
19 hours ago
Sunil Kumar Dhangadamajhi
ମୋ ଓଡ଼ିଶା
ଆଞ୍ଚଳିକ ସୁରକ୍ଷା ମଞ୍ଚର ଉପଦେଷ୍ଟା ଓ ଆଗଧାଡିର ଯାତ୍ରା କଳାକାର ପ୍ରଶାନ୍ତ କୁମାର ପାଢ଼ୀଙ୍କ ବିୟୋଗରେ ଶୋକସଭା
1 day ago
Sunil Kumar Dhangadamajhi
ମୋ ଓଡ଼ିଶା
ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନର ସମ୍ବିଧାନ ସଚେତନତା କାର୍ଯ୍ୟକ୍ରମ
1 day ago
Sunil Kumar Dhangadamajhi
ମୋ ଓଡ଼ିଶା
ସାହିତ୍ୟ
ଅଷ୍ଟାଦଶ ସର୍ବଶ୍ରୀ ସାହିତ୍ୟ ଉତ୍ସବ
1 day ago
Sunil Kumar Dhangadamajhi
ମୋ ଓଡ଼ିଶା
ଆକାଶବାଣୀ ଓ ଦୂରଦର୍ଶନ ପକ୍ଷରୁ ଶଗଡ଼ା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ‘ସ୍ଵଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ
2 days ago
Sunil Kumar Dhangadamajhi
ମୋ ଓଡ଼ିଶା
ଦୀପାବଳି ଉତ୍ସବ ଅବସରରେ ଓର୍ମାସ୍ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦଘାଟିତ ହେଲା ବିଶେଷ ଷ୍ଟଲ୍
2 days ago
Sunil Kumar Dhangadamajhi
ମୋ ଓଡ଼ିଶା
ସାହିତ୍ୟ
ଅସୀମ ବସୁଙ୍କ ୯୩ତମ ଜୟନ୍ତୀ ଅବସରରେ ଉଦଘାଟିତ ହେଲା “ଅସୀମ ଦା’ ଖଟି”
2 days ago
Sunil Kumar Dhangadamajhi
ମୋ ଓଡ଼ିଶା
୧୯ରୁ ଡିଏଭି ଜୋନାଲ୍ ସ୍ତରୀୟ କରାଟେ ପ୍ରତିଯୋଗିତା
2 days ago
Sunil Kumar Dhangadamajhi
ମୋ ଓଡ଼ିଶା
ପୁରୁଷୋତ୍ତମପୁର ବ୍ଳକରେ ରାଷ୍ଟ୍ରୀୟ ପୋଷଣ ମାସ ପାଳିତ
2 days ago
Sunil Kumar Dhangadamajhi
ମୋ ଓଡ଼ିଶା
ନିଖିଳ ଉତ୍କଳ ବେଲମା ସମାଜର ଶପଥ ପାଠ ଅନୁଷ୍ଠିତ
2 days ago
Sunil Kumar Dhangadamajhi
ମୋ ଓଡ଼ିଶା
‘ଜାତି ଓ ଧାର୍ମିକ ନିର୍ଯ୍ୟାତନାକୁ ବରଦାସ୍ତ କରାଯିବ ନାହିଁ’
2 days ago
Sunil Kumar Dhangadamajhi
ମୋ ଓଡ଼ିଶା
୪୬ତମ ଆନ୍ତଃ ମହାବିଦ୍ୟାଳୟ ଚେସ ପ୍ରତିଯୋଗିତାରେ ବାଲିଗୁଡ଼ା ର ଦୁଇ ଛାତ୍ରୀଙ୍କ କୃତିତ୍ୱ
2 days ago
Sunil Kumar Dhangadamajhi
ମୋ ଓଡ଼ିଶା
ବସକୁ ଧକ୍କା ଦେଲା ଟ୍ରକ୍, ୮ ଆହାତ
2 days ago
Sunil Kumar Dhangadamajhi
ମୋ ଓଡ଼ିଶା
ପ୍ରଗତି ହାୟର ସେକେଣ୍ଡାରୀ ସ୍କୁଲରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ
2 days ago
Sunil Kumar Dhangadamajhi
ମୋ ଓଡ଼ିଶା
ଉତ୍କଳ ସମ୍ମିଳନୀ କନ୍ଧମାଳ ଶାଖାର ସାଧାରଣ ଅଧିବେଶନ ଓ ନୂତନ କର୍ମକର୍ତ୍ତା ନିର୍ବାଚନ
2 days ago
Sunil Kumar Dhangadamajhi
ମୋ ଓଡ଼ିଶା
ଜିଲ୍ଲାସ୍ତରୀୟ କଳା ଉତ୍ସବ-୨୦୨୫ ଅନୁଷ୍ଠିତ
2 days ago
Sunil Kumar Dhangadamajhi
ମୋ ଓଡ଼ିଶା
ନର୍ଲା ହାଇସ୍କୁଲ ପ୍ରଧାନ ଶିକ୍ଷୟତ୍ରୀଙ୍କ ବଗିଚାରେ ଏକାଥରେ ୯୦ ବ୍ରହ୍ମ କମଳ
3 days ago
Sunil Kumar Dhangadamajhi
ମୋ ଓଡ଼ିଶା
ଯାଦବ ମହାସଭା ପକ୍ଷରୁ କ୍ୟାନ୍ସର ରୋଗୀଙ୍କୁ ରକ୍ତ ଦାନ
3 days ago
Sunil Kumar Dhangadamajhi
ମୋ ଓଡ଼ିଶା
ଗ୍ରୀନ୍ କଲେଜ ଓଡିଶା ଓ କୃଷି ଉତ୍ପାଦନ କ୍ଳଷ୍ଟର ପ୍ରକଳ୍ପ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ
3 days ago
Sunil Kumar Dhangadamajhi
ମୋ ଓଡ଼ିଶା
ଦେଓଗାଁ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ
3 days ago
Sunil Kumar Dhangadamajhi
କଳା-ସଂସ୍କୃତି
ମୋ ଓଡ଼ିଶା
ବାଲେଶ୍ୱରର ଗବେଷକ ଲାଭ କଲେ ଚିଙ୍ଗୁଡ଼ି ଅବଶେଷରୁ ଆବିଷ୍କୃତ ପରିବେଶ-ଅନୁକୂଳ ଜୈବ ଉତ୍ପାଦ ପାଇଁ ପେଟେଣ୍ଟ୍
3 days ago
Sunil Kumar Dhangadamajhi
ମୋ ଓଡ଼ିଶା
ନର୍ଲା ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୫ ଆୟୋଜିତ
3 days ago
Sunil Kumar Dhangadamajhi
ମୋ ଓଡ଼ିଶା
ଅନାଥ ଶିଶୁମାନଙ୍କୁ ସହଯୋଗର ହାତ ବଢେଇଲା ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ
3 days ago
Sunil Kumar Dhangadamajhi
ମୋ ଓଡ଼ିଶା
ଭଟାଙ୍ଗପଦର କ୍ଲଷ୍ଟର ସ୍ତରୀୟ ସୁରଭି-୨୦୨୫ ପାଳିତ
3 days ago
Sunil Kumar Dhangadamajhi
ମୋ ଓଡ଼ିଶା
ପୋଡ଼ାପାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ
3 days ago
Sunil Kumar Dhangadamajhi
ମୋ ଓଡ଼ିଶା
ରାସ୍ତା ନିର୍ମାଣ ଦାବି ନେଇ ରାସ୍ତା ଅବରୋଧ କଲେ କଲେଜ ଛାତ୍ରଛାତ୍ରୀ
3 days ago
Sunil Kumar Dhangadamajhi
ମୋ ଓଡ଼ିଶା
ରାୟଗଡ଼ାରେ ଓରମାସ ଦୀପାବଳି ଉତ୍ସବ ଷ୍ଟଲ୍ ଉଦଘାଟିତ
4 days ago
Sunil Kumar Dhangadamajhi
ଅପରାଧ
ମୋ ଓଡ଼ିଶା
ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକଙ୍କୁ ଆକ୍ରମଣ ଘଟଣାରେ ୨ ଅଭିଯୁକ୍ତ ଗିରଫ
4 days ago
Sunil Kumar Dhangadamajhi
ମୋ ଓଡ଼ିଶା
କଲ୍ୟାଣ ସିଂହପୁର ବ୍ଲକର ବିଭିନ୍ନ ସ୍ଥାନରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଆୟୋଜିତ
4 days ago
Sunil Kumar Dhangadamajhi
ମୋ ଓଡ଼ିଶା
ବୁଢ଼ାରଜା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କରମତଲାଠାରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ
4 days ago
Sunil Kumar Dhangadamajhi
ମୋ ଓଡ଼ିଶା
ରାଜନୀତି
ବସ୍ତାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିବସ ପାଳିତ: ହରପାର୍ବତୀଙ୍କ ଠାରେ ୭୯ଟି ଦୀପଦାନ କଲେ ବିଧାୟିକା ସୁବାସିନୀ ଜେନା
4 days ago
Sunil Kumar Dhangadamajhi
ମୋ ଓଡ଼ିଶା
ପଡିଆବାହାଲ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ
4 days ago
Sunil Kumar Dhangadamajhi
ମୋ ଓଡ଼ିଶା
ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ନୂତନ କର୍ମକର୍ତ୍ତା ଚୟନ
4 days ago
Sunil Kumar Dhangadamajhi
ମୋ ଓଡ଼ିଶା
ଜିଲ୍ଲାପାଳଙ୍କ ଅଚାନକ ପରିଦର୍ଶନ; କିରାଣୀ ନିଲମ୍ବିତ
4 days ago
Sunil Kumar Dhangadamajhi
ଜ୍ଞାନ-ବିଜ୍ଞାନ
ମୋ ଓଡ଼ିଶା
ବୈଜ୍ଞାନିକଙ୍କୁ କଳ୍ପନାରୁ ବାସ୍ତବତା ଆଡକୁ ବାଟ ଦେଖାଏ ବିଜ୍ଞାନ
4 days ago
Sunil Kumar Dhangadamajhi
ମୋ ଓଡ଼ିଶା
ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ଯୁବଛାତ୍ର ବିଜେଡି ତରଫରୁ ଆୟୋଜିତ ହେଲା ରକ୍ତଦାନ ଶିବିର
4 days ago
Sunil Kumar Dhangadamajhi
ମୋ ଓଡ଼ିଶା
ନର୍ଲାର ବାଣ ଗୋଦାମ ଉପରେ ଚଢାଉ: ଆନୁମାନିକ ୧୦ ଲକ୍ଷ ଟଙ୍କାର ବାଣ ଜବତ
4 days ago
Sunil Kumar Dhangadamajhi
ମୋ ଓଡ଼ିଶା
ଫପସି ମହୋତ୍ସବର ଲୋଗୋ ଉନ୍ମୋଚନ
4 days ago
Sunil Kumar Dhangadamajhi
ମୋ ଓଡ଼ିଶା
ଚୂରା ଗାଁ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ
4 days ago
Sunil Kumar Dhangadamajhi
ମୋ ଓଡ଼ିଶା
ରାଷ୍ଟ୍ରୀୟ ପୋଷଣ ମାସ ଓ ବିଶ୍ୱ ଖାଦ୍ୟ ଦିବସ ପାଳିତ
4 days ago
Sunil Kumar Dhangadamajhi
ମୋ ଓଡ଼ିଶା
ନର୍ଲାରୋଡର ଏକ ହୋଟେଲରେ ସେକ୍ସ୍ କାଣ୍ଡ ସନ୍ଦେହ; ଚାରି ଯୁବକ ଥାନାରେ ଅଟକ
5 days ago
Sunil Kumar Dhangadamajhi
ମୋ ଓଡ଼ିଶା
ରାଜନୀତି
ନୂଆପଡା ଉପ-ନିର୍ବାଚନରେ ପ୍ରାର୍ଥୀ ଦେବ ସମାଜବାଦୀ ପାର୍ଟି
5 days ago
Sunil Kumar Dhangadamajhi
ମୋ ଓଡ଼ିଶା
ବେଲଖଣ୍ଡିରେ ରାଷ୍ଟ୍ରୀୟ ପୋଷଣ ମାସ ଅନୁଷ୍ଠିତ
5 days ago
Sunil Kumar Dhangadamajhi
ମୋ ଓଡ଼ିଶା
ରେଙ୍ଗାଲପାଲି କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୫ ଅନୁଷ୍ଠିତ
5 days ago
Sunil Kumar Dhangadamajhi
ମୋ ଓଡ଼ିଶା
ଗୋବର୍ଦ୍ଧନପୁର କ୍ଳଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଆୟୋଜିତ
5 days ago
Sunil Kumar Dhangadamajhi
error:
You are not allowed to copy this content. Thank you.