ସୋନପୁର ଜିଲ୍ଲାରେ ୨୦ ତାରିଖରେ ବର୍ଷା ପାଇଁ ୟଲୋ ୱାର୍ଣିଂ ଜାରି 

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଗୁରୁବାର ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ଶୀତ ଲହରୀ କମିବ। ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍ ଅନୁସାରେ ଘନ କୁଡ଼ୁଡି ହେବାର ସମ୍ଭାବନା ରହିଛି ଓ ଗୁରୁବାରରୁ ଆରମ୍ଭ ହୋଇ ଶୁକ୍ରବାର ଦିନ ସୁବର୍ଣ୍ଣପୁର ଜିଲ୍ଲାରେ ସାମାନ୍ୟ ରୁ ମଧ୍ୟମ ଧରଣର ବର୍ଷା ହୋଇ ପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ସେପଟେ ଜିଲ୍ଲାରେ ବର୍ତ୍ତମାନ ସମସ୍ତ ଅଞ୍ଚଳରେ ଧାନ ଅମଳ ସମୟ ହୋଇଥିବାରୁ ଚାଷୀ ମାନଙ୍କୁ ସତର୍କ କରାଇଛି ବିଭାଗ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.