ବର୍ଣିବୁଢା କପ୍ ଫୁଟବଲ୍ ଉଦଯାପିତ : ବାନ୍ଦୁପଲା ଚମ୍ପିୟାନ

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳାନନ୍ଦ ବଗର୍ତ୍ତୀ): ସଇଁତଳା ବ୍ଲକ ଗଣ୍ଡପତ୍ରାପାଳି ଗ୍ରାମ ପଞ୍ଚାୟତ ନାରିକଟା ଖେଳପଡିଆ ରେ ବର୍ଣିବୁଢା ଯୁବକ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ବର୍ଣିବୁଢ଼ା କପ୍ ଫୁଟବଲ୍ ଟୁର୍ଣ୍ଣ।ମେଣ୍ଟ ଉଦଯାପିତ ହୋଇଯାଇଛି । ଉଦଯାପନୀ ଖେଳରେ ମୁରସିଂ ଦଳ କୁ ୪-୧ ରେ ହରାଇ ବାନ୍ଦୁପଲା ଦଳ ଚମ୍ପିୟାନ ହୋଇଥିଲା । ରାଧାକାନ୍ତ ବାଗ ଙ୍କ ଖେଳ ପରିଚାଳନାରେ ରାଜୀବ ଲୋଚନ ଭୋଇ,ସୁବାଷ ଭୋଇ, କନିଷ୍ଠ ଜାନୀ ଓସହାୟତା କରିଥିଲେ । ସୁରେନ୍ଦ୍ର ମହାନନ୍ଦ ଭୋଇ ଧାରା ବିବରଣୀ ପ୍ରଦାନ କରିଥିଲେ । ପୁରସ୍କାର ବିତରଣି ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ସଇଁତଳା ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ , ୩୨ ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟ ପ୍ରମୋଦ ଭୋଇ,ଗଣ୍ଡପତ୍ରପାଳି ଗ୍ରାମ ପଞ୍ଚାୟତ ସରପଞ୍ଚ ମନେଶ ସୁନା ,ସମ୍ମାନୀତ ଅତିଥି ଭାବରେ ସମାଜସେବୀ ହରେକୃଷ୍ଣ ବଗର୍ତ୍ତୀ, ଅଲ ଇଣ୍ଡିଆ ST & SC ଫେଡେରେସନ୍ ସାଧାରଣ ସମ୍ପାଦକ ନରେନ୍ଦ୍ର କୁମାର ପଧାନ , ବେଳଧର ବଗର୍ତ୍ତୀ ବଡ଼ମାଲ ଗନ୍ତିଆ , ଶିକ୍ଷକ ଦେବରାଜ ଭୋଇ ,ନନ୍ଦୁଲାଲ ପଧାନ, କେଓମାଲ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ସୁଶାନ୍ତ ଭୋଇ, ୧୧ ନମ୍ବର ୱାର୍ଡ ର ୱାଡ ମେମ୍ବର ନୀଳକଣ୍ଠ ଦୀପ ,ନାରିକଟା ଗ୍ରାମର ଭଦ୍ର ବ୍ୟକ୍ତି ଡମ ଭୋଇ,ଚିତ୍ରସେନ ବାଗ,ରାଜେନ୍ଦ୍ର ଭୋଇ,ଗୌର ଭୋଇ,ଡମ୍ବରୁ ମାଝୀ,ବେଦବର ଭୋଇ,କୁଞ୍ଜ ମାଝୀ,କୃଷ୍ଣ ବାଗ,ଶ୍ରୀଧର ମାଝୀ,ଗଣେଶ ଭୋଇ,ଫଗନୁ ଭୋଇ,ଅମୂଲ୍ୟ ଭୋଇ,ଦୀନବନ୍ଧୁ ବାଗ,ସମ୍ଭୁ ମାଝୀ, ନାମଜାନ ଟୋପୋ,ପୁରସ୍କାର ବିତରଣ କରିଥିଲେ । ମେନ୍ ଅଫ ଦି ମ୍ୟାଚ୍ ଲିଙ୍ଗରାଜ ମାଝୀ, ପ୍ଲାୟର ଅଫ ଦି ଟୁର୍ଣ୍ଣ।ମେଣ୍ଟ ଅଜିତ ମାଝୀ ପୁରସ୍କୃତ ହୋଇଥିଲେ ।ପୂର୍ଣ୍ଣଚନ୍ଦ୍ର ଭୋଇ ପରିଚୟ ପ୍ରଦାନ କରିଥିଲେ। ଦେବରାଜ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ଟୁର୍ଣ୍ଣାମେଣ୍ଟ ୧୨.୧୨.୨୦୨୪ ରୁ ଆରମ୍ଭ ହୋଇ ୨୨.୧୨.୨୦୨୪ ପର୍ଯ୍ୟନ୍ତ ୧୧ ଦିନ ଧରି ଅନୁଷ୍ଠିତ ହୋଇ ଥିଲା ।ଏଥିରେ ବାର ଟି ଦଳ ଅଂଶ ଗ୍ରହଣ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟ ରେ , ଅଜୟ ଭୋଇ,ଜଗନ୍ନାଥ ଭୋଇ,ଦୁର୍ଯୋଧନ ମାଝୀ, ରାଜକିଶୋର ଭୋଇ,ଦିଲୀପ ଜାନୀ, ଦୁରବାସ ଜାନୀ, ପିନ୍ଟୁ ଭୋଇ, ସରୋଜ ଭୋଇ, ରାଜୁ ମଲ୍ଲିକ, ଶଙ୍କର ମାଝୀ, ଦେବରାଜ ମାଝୀ, ଦୀପକ ବାଗ ଜୟନ୍ତ ମାଝୀ, କରୁଣା ଭୋଇ ତଥା ବର୍ଣିବୁଢା କ୍ଲବ ନାରିକଟା ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.