ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟରେ ଆତ୍ମସୁରକ୍ଷା ତାଲିମ ଶିବିର

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ): ଜୟ ପ୍ରକାସ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟରେ ଛାତ୍ରୀମାନଙ୍କ ପାଇଁ ଆତ୍ମ ସୁରକ୍ଷା ତାଲିମ ଶିବିର ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ସ୍ୱୀକୃତି ଓ ଅନୁମୋଦିତ ହୋଇ ମାର୍ଚ୍ଚ ୪ରୁ ୧୨ ତାରିଖ .୦୪.୦୩.୨୦୨୫ ରୁ ତା.୧୨.୦୩.୨୦୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଏହି ତାଲିମ ଶିବିରରରେ ୨୦୨୪-୨୫ ବର୍ଷର ପ୍ରଥମ ବର୍ଷର ୩୩ ଜଣ ଛାତ୍ରୀଙ୍କୁ ଏହି ତାଲିମ ପ୍ରଦାନ କରାଯାଇଥିଲା। ଏହି ତାଲିମକୁ ରିଆ ପୁରୋହିତ, ପ୍ରମିଳା ମେହେର ତାଲିମ ପରିଚାଳନା କରିଥିବାବେଳେ ଅଧ୍ୟକ୍ଷ୍ୟ ଛବିଲାଲ ସାହୁ ଏହା ଛାତ୍ରୀମାନଙ୍କୁ ଆତ୍ମ ସୁରକ୍ଷା ଓ ଆତ୍ମ ସଚେତନ କରିବାରେ ସାହାର୍ଯ୍ୟ କରିବ ବୋଲି ମତ ପ୍ରକାଶ କରିଛନ୍ତି। ଅଧ୍ୟାପକ ଶୁଭେନ୍ଧୁ କୁମାର ପାଢୀ, ପରମେଶ୍ୱର ମୁଣ୍ଡ, ଶୁଶାନ୍ତ କୁମାର ଦାଶ ଓ ପ୍ରତାପ ଚନ୍ଦ୍ର ଦାଶ ଏହାର ସଫଳତା ପାଇଁ କାର୍ଯ୍ୟକରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.