ଓଡିଆ ବାର୍ତ୍ତ/ ଭୁତିଆରବାହାଲ (ପଞ୍ଚାନନ ଭୋଇ): ଚଳିତ ବର୍ଷର ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥର ହାଇସ୍କୁଲ ପରୀକ୍ଷାରେ ଲୋଟସ ଭୋଇ ୫୬୫ ମାର୍କ ସହ ବଲାଙ୍ଗୀର ଜିଲ୍ଲା ରେ ସର୍ବାଧିକ ନମ୍ବର ରଖିଛନ୍ତି। ସେ ଅର୍ଡିନାସ୍ ଫେକ୍ଟେରି ହାଇସ୍କୁଲରେ ଅଧ୍ଯୟନ କରୁଛନ୍ତି। ସେ ଭୁତିଆରବାହାଲ ଗ୍ରାମର ଲୀଳାମୟ ଭୋଇ ଓ ୰ଚିତ୍ରବତୀ ଭୋଇଙ୍କ ସୁପୁତ୍ର ଅଟନ୍ତି। ତାଙ୍କ ସଫଳତାରେ ତାଙ୍କ ଶିକ୍ଷକ ଶିକ୍ଷୟତ୍ରୀ ତଥା ଅଞ୍ଚଳବାସୀ ଅଭିନନ୍ଦନ ଜଣାଇଛନ୍ତି।