ଧରପଗଡ଼ରେ ମା ଭୁବାନି ସେନା ପକ୍ଷରୁ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳାନନ୍ଦ ବଗର୍ତ୍ତୀ): ସଇଁତଲା ବ୍ଲକ ଧରପଗଡ଼ ନରହରିପୁରରେ ଭାଇଜିଉଁତିଆ ଉପଲକ୍ଷେ ରଙ୍ଗା ରଙ୍ଗ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଟିଟିଲାଗଡ଼ ନେଇ ଲାଇଫ ଡେନ୍ସ ଗ୍ରୁପ ଦ୍ୱାରା। ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଗୀତାଞ୍ଜଳି ପଣ୍ଡା, ସମ୍ମାନିତ ଅତିଥି ସମିତି ସଭ୍ୟ ରାକେଶ ନାଏକ, ୱାର୍ଡ ମେମ୍ବର ରାଜକୁମାର ସେଲମା, ସାମ୍ବାଦିକ ଗୋକୁଳା ନନ୍ଦ ବଗର୍ତ୍ତୀ, ମା ଭୁବନି ସେନା କମିଟି ତରଫରୁ ସୁବ୍ରଂଶ ହେର୍ଣ୍ଣା ଥାଙ୍ଗଟା ରେ ଜାତୀୟ ସ୍ତରରେ ପୁରୁଷକୃତ ହୋଇ ଥିବାରୁ ତାଙ୍କୁ ମଧ୍ୟ୍ୟ ସମ୍ମାନିତ କରାଯାଇଥିଲା। ଭୁବାନି ସେନା ର ଭଉଣୀ ମାନେ ମଧ୍ୟ୍ୟ ଭାଗ ନେଇ ଥିଲେ। ସେପରି ପ୍ରତି ବର୍ଷ ଭଳି ସଯୋଗ କରୁଥିବା ଯୋଶୀ ଟେଣ୍ଟ ହାଉସ ମାଲିକ ଙ୍କୁ ମଧ୍ୟ୍ୟ ମଧ୍ୟ୍ୟ ସମ୍ମାନିତ କରାଯାଇଥିଲା। ବଡ଼ମାଳ ଫାଣ୍ଡି ଅଧିକାରୀ ମୁରଲୀ ଧର ସେଠି ଓ ତାଙ୍କର ସମସ୍ତ ଟିମ ମଧ୍ୟ୍ୟ ଉପସ୍ଥିତ ରହିଥିଲେ। ସମସ୍ତ ଗ୍ରାମବାସୀ ଓ ଯୁବକ ଭାଇ ମାନେ ସହଯୋଗ କରିଥିଲେ। ଆଖ ପାଖ ଅଂଚଳ ର ସମସ୍ତ ଦର୍ଶକ ଙ୍କ ଭିଡ଼ ଜମିଥିଲା। ଗ୍ରାମବାସୀ ଏବଂ ସମୃଦ୍ଧି ଅନୁଷ୍ଠାନର ଯୁବକ ଭାଇ ମାନେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.