24x7News&Views
ସମୁଦ୍ରରୁ ଶାମୁକା,
ଆକାଶରୁ ବିଜୁଳି
ଓ ଫୁଲରୁ ବାସନା
ଆଉ ଜହ୍ନରୁ ମୁଁ
ଶୀତଳତା ଆଣି
ସଜାଇଛି
ଏଇ ମୋର ଦେହ,
ମନର ମନ୍ଦିର!
ତୁମେ ଆସ
ଗାଇ ଯିବା
ସାଥୀ ମୋର
ଗୀତ ଯେତେ ପୀରତିର
ଫୁଲ ଫଗୁଣର।।
ପ୍ଲଟ ୧୪୮/୫,କଣ୍ଟ୍ରାକ୍ଟର କଲୋନୀ,ହମିରପୁର
ରାଉରକେଲା ୭୬୯୦୦୩,ଜିଲ୍ଲା ସୁନ୍ଦରଗଡ
𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛