ଜଗନ୍ନାଥ ମନ୍ଦିରରେ ଲାଗିଥିବା ଗ୍ରିଲ ନିମ୍ନ ମାନର ଅଭିଯୋଗ: ତଦନ୍ତ ଦାବି

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ବ୍ଳକ ଅନ୍ତର୍ଗତ ଆଛୁଲି ଗ୍ରାମରେ ରହିଥିବା ଜଗନ୍ନାଥ ମନ୍ଦିରରେ ଲାଗିଥିଲା ଗ୍ରିଲ୍ କାମନିମ୍ନ ମାନର ହୋଇ ଥିବାର କିଛି ଗ୍ରାମବାସୀ ବିଡ଼ିଓଙ୍କ ପାଖରେ ଅଭିଯୋଗ କରିବା ସହ ଏହାର ତୁରନ୍ତ ତଦନ୍ତ କରିବାକୁ ଦାବି କରିଛନ୍ତି |ସେମାନେ ଅଭିଯୋଗ କରିଛନ୍ତି ଯେ,  ଜଗନ୍ନାଥ ମନ୍ଦିରରେ ଯେଉଁ ଗ୍ରିଲ୍ ଲଗାଯାଇଅଛି ତାହାର କୌଣସି ସୂଚନା ଫଳକ ଲେଖାଯାଇ ନାହିଁ । ଏହି କାମ ବହୁତ ନିମ୍ନ ମାନର ହୋଇ ଅଛି | ଏବଂ କାର୍ଯ୍ୟଟି ସମ୍ପୁର୍ଣ୍ଣ ହୋଇନାହିଁ। ଲଗାଯାଇଥିବା ଗ୍ରିଲ୍ ଟି କୌଣସି ସମୟରେ ଖସିପଡିବାର ସମ୍ଭାବନା ରହିଅଛି । ଯାହାଦ୍ୱାରା କେତେବେଳେ ମଧ୍ୟ କିଛି ଅଘଟଣ ଘଟି ଆସୁଥିବା ଭକ୍ତ କିମ୍ବା ମନ୍ଦିର ର ପୂଜକ ଏବଂ କର୍ମଚାରୀଙ୍କ ଅସୁବିଧା ହୋଇପାରେ | ତେଣୁ ଏହାର ନିରପେକ୍ଷ ତଦନ୍ତ କରିବାକୁ ବିଡ଼ିଓଙ୍କୁ ଅନୁରୋଧ କରାଯାଇଛି । 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.