ବ୍ଲକ ସ୍ତରୀୟ ଚଇତି-୨୦୨୫

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡ଼ା ବ୍ଲକସ୍ତରୀୟ ଚଇତି ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।ରାୟଗଡ଼ା ବିଡ଼ିଓ ସୁଜିତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏନେଇ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ଲାଲ ବିହାରି ହିମିରିକା, ସମ୍ମାନିତ ଅତିଥି ଭାବେ ରାଜନେତା କାଳିରାମ ମାଝି, ବସନ୍ତ ଉଲାକା, ର଼ହିନି କୁମାର, ବୈରାଗୀ ହୋଲବା ଗ୍ରାମ ପଞ୍ଚାୟତ ସରପଞ୍ଚ ତାମାରାଓ ବିଡିକା, ତହସିଲଦାର ପ୍ରିୟଦର୍ଶୀ ସ୍ବାଇଁ, ପିହେଚଓ ଜେମାଦେଇପେଠ ଡଃ ସନ୍ତୋଷ କୁମାର, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ କାଳୁ ଚରଣ ନାଏକ, ବନାଧିକାରୀ କାମେଶ୍ଵର ଆଚାରୀ, କଳା ଓ ସଂସ୍କୃତି ସଭାପତି ସନ୍ତୋଷ କୁମାର ତାଣ୍ଡି ପ୍ରମୁଖ ମଞ୍ଚାସୀନ ଥିଲେ। ବିଭିନ୍ନ ଷ୍ଟଲ ବୁଲି ଦେଖିଥିଲେ ଅତିଥି। ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.