ବଲାଙ୍ଗିର,୨୨/୮ : ବଲାଙ୍ଗିର ଜିଲ୍ଲା ସରକାରୀ ଚିକିତ୍ସାଳୟ ତରଫରୁ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆଖିର ମୋତିଆ ବିନ୍ଦୁ ପିଡିତ ମାନଙ୍କୁ ମାଗଣାରେ ଚଷମା ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଅରବିନ୍ଦ ଡାକୁଆ ଯୋଗଦେଇ ପୀଡିତା ମାନଙ୍କୁ ଚଷମା ପ୍ରଦାନ କରିଥିଲେ ।