ଜୁନାଗଡ : ନୂଆଖାଇ ପାଇଁ ସମୟ ନିର୍ଦ୍ଧାରଣ 

ଜୁନାଗଡ଼,୨୪/୮(ରାକେଶ ବେମାଲ) : କଳାହାଣ୍ଡି ଜିଲ୍ଲା ଜୁନାଗଡ ସ୍ଥିତ ଦଧିବାମନ ମନ୍ଦିର ପରିସରରେ ପଶ୍ଚିମ ଓଡିଶାର ଗଣ ପର୍ବ ନୂଆଖାଇ ପାଇଁ ସମୟ ନିର୍ଧାରଣ ହୋଇଛି । ଆସନ୍ତା ଭାଦ୍ରବ ଶୁକ୍ଲ ପକ୍ଷ ପଞ୍ଚମୀ ମଙ୍ଗଳ ବାର (ତା ୦୩ /୦୯ /୨୦୧୯ ) ଦିନ ୦୮ .୫୬ ଗତେ ୦୯ .୧୦ ମଧ୍ୟ ରେ ନବାର୍ଣ୍ଣ ଲଗ୍ନ ସ୍ତିରୀ କୃତ ହୋଇଛି ।

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.