ଜାମଖୁଣ୍ଟାରେ ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳାନନ୍ଦ ବଗର୍ତ୍ତୀ): ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ଧରପଗଡ଼ ଗ୍ରାମ ପଞ୍ଚାୟତର ଜାମଖୁଣ୍ଟା ଗାଁରେ ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ଗଣ୍ଡପତ୍ରାପାଳି ସରପଞ୍ଚ ମନେଶ ସୁନା, ସମ୍ମାନିତ ଅତିଥି ଧରପଗଡ଼ ସମିତି ସଭ୍ୟ ରାକେଶ ନାୟକ, ଅମ୍ରିତା ଦୀପ ସରକାରୀ ଉଦ୍ୟାନ ଅଧିକାରୀ ଲଲାଟ କେଶରୀ ବାଗ, ସରକାରୀ ମତ୍ସ୍ୟ ଅଧିକାରୀ ସୁଜିତ କୁମାର ମହାନ୍ତି, କୃଷି ନିରକ୍ଷକ ଅଧିକାରୀ ସତ୍ୟଜିତ, ୱାର୍ଡ ସଭ୍ୟ ନୀଳାଞ୍ଚଳ ତାଣ୍ଡି, ହାରିପ୍ରୟା ବଗର୍ତ୍ତୀ ଏମ ଵି କେ ମମତା ତାଣ୍ଡି ଆଉ ସମସ୍ତ ସି ଆର ପି ଉଦ୍ୟାନ ସମ୍ପସାରଣ କର୍ମଚାରୀ ଦେବ ବ୍ରତ ନାୟକ ସାହାଯକ ପିଣ୍ଟୁ ସେଠ ଦିଲୀପ ସ୍ୱାଇଁ ଉଦ୍ୟାନ କୃଷି କର୍ମଶାଳା ର ସହକାରୀ ଉଦ୍ୟାନ ବିଭାଗ ଅଧିକାରୀ ଶ୍ରୀଯୁକ୍ତ ଲଲାଟ କେଶରୀ ବାଗ, ପାମଚାଷ, ଆମ୍ବ ଚାଷ ର ଆଧୁନୀକରଣ, ଓ ତାଙ୍କ କାର୍ଯ୍ୟାଲୟ ର କର୍ମଚାରୀ ମାନେ ଚାଷି ମାନଙ୍କ ପାଇଁ ସବୁବେଳେ ସୁବିଧା ଯୋଗାଇ ଦେବାକୁ ସଂକଳ୍ପବଧ ବୋଲି କର୍ମଶାଳା ରେ ତାଙ୍କ ବକ୍ତବ୍ୟ ରଖିଥିଲେ। ଏହି କର୍ମଶାଳା ରେ ଉଦ୍ୟାନ ବିଭାଗ ସମସ୍ତ କର୍ମଚାରୀ ଉପସ୍ଥିତ ରହି ସମସ୍ତ ପ୍ରକର ସହଯୋଗ କରିଥିଲେ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.