ଗ୍ରାମିଣ ସ୍ୱଚ୍ଛତା ସର୍ବେକ୍ଷଣ କାର୍ଯ୍ୟକ୍ରମ

ସୋନପୁର,୨୭/୮ : ସୁବର୍ଣ୍ଣପୁର ଜିଲ୍ଲାର ଧୋବାବାହଲି ଗ୍ରାମ ଠାରେ ଗ୍ରାମିଣ ସ୍ୱଚ୍ଛତା ସର୍ବେକ୍ଷଣ କାର୍ଯ୍ୟକ୍ରମ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ସଭାରେ ସମାଜିକ ସଦସ୍ୟ ପ୍ରକାଶ ଚନ୍ଦ୍ର ରଥ ଉପସ୍ଥିତ ରହି ଗ୍ରାମବାସି ମାନଙ୍କୁ ପଲିଥିନ ବର୍ଜନ କରିବା ସହ ଅଳିଆ ଆର୍ବଜନକୁ ଡଷ୍ଟବିନରେ ପକାଇବାକୁ ଓ ସବୁବେଲେ ସ୍ୱଚ୍ଛ ରଖିବାକୁ ବୁଝାଇଥିଲେ । ଗ୍ରାମର ସ୍କୁଲ, ଅଙ୍ଗନୱାଡିରେ ଅଲିଆ ଆବର୍ଜନା ନପକାଇ ବା ସହ ଗ୍ରାମକୁ ସଫାରଖିବା ପାଇଁ ସଚେତନ କରାଇଥିଲେ । ଏହି ସଭାରେ ଆଶା, ଅଙ୍ଗନୱାଡି କର୍ମୀ, ସହାୟିକ, ସମସ୍ତ ସ୍ୱଂୟ ସହାୟକ ଗୋଷ୍ଠୀ ଙ୍କ ସହ ଗ୍ରାମବାସି ମାନେ ଉପସ୍ଥିତ ଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna
ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ ସାହୁଙ୍କ ରିପୋର୍ଟ odiabarta.in

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.