ଧର୍ମପ୍ରାଣ ମହିଳାଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା

ସଇଁତଲା,୨୯/୮ :  ସଇଁତଲା ବ୍ଲକ ଆମ୍ବପାଲି ପଞ୍ଚାୟତ ଅନ୍ତର୍ଗତ ଭେରୁଆ ଭଟ୍ଟା ଗ୍ରାମର ଧର୍ମପ୍ରାଣ ମହିଳା ରେବତୀ ମାତା ୯୪ ବର୍ଷ ବୟଷରେ ପରଲୋକ ଗମନ କରିଛନ୍ତି । ବୁଧବାର ରାତି ୯.୨୯ ମିନିଟ ସମୟରେ ସେ ନିଜ ବାସଭବନରେ ଶେଷନିଶ୍ବାସ ତ୍ୟାଗ କରିଥିଲେ । ଆଜି ତାଙ୍କର ଶେଷ କୃତ୍ୟ ସଂପନ୍ନ ହୋଇଛି । ତାଙ୍କର ସୁପୁତ୍ର ପଣ୍ଡିତ ନୃସିଂହ ଚରଣ ତ୍ରିପାଠୀ ମୁଖାଗ୍ନି ଦେଇଥିଲେ । । ଅଞ୍ଚଳର ଧାର୍ମିକ କାର୍ଯ୍ୟକ୍ରମ ମାନଙ୍କରେ ସ୍ବର୍ଗତ ରେବତୀ ଦେବୀଙ୍କ ବିଶେଷ ଅବଦାନ ଓ ସହଯୋଗ ରହୁଥିଲା ଓ ସେ ଜଣେ ଜଣେ ଧର୍ମପ୍ରାଣ ମହିଳା ହୋଇଥିବାରୁ ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ବାତାବରଣ ଦେଖିବାକୁ ମିଳିଛି ।

Omkar Vasthu
Omkar Vasthu
ସଇଁତଲାରୁ ଗୋକୁଳାନନ୍ଦ ବଗର୍ତ୍ତୀଙ୍କ ରିପୋର୍ଟ odiabarta.in

 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.