ବଡ଼କୁଟୁରୁ ଅରବିନ୍ଦ ବିଦ୍ୟାଳୟରେ ସପ୍ତପୂରୀ ଅମାବାସ୍ୟା

ଜୁନାଗଡ/କଲମପୁର,୩୦/୮ : କଳାହାଣ୍ଡି ଜିଲା କଲମପୁର ବ୍ଲକର ବଡ଼କୁଟୁରୁ ଶ୍ରୀ ଅରବିନ୍ଦ ବିଦ୍ୟାଳୟରେ ସପ୍ତପୂରୀ ଅମାବାସ୍ୟା ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସମାଜ ସେବୀ ଦୁର୍ଗା ପ୍ରସାଦ ନାଏକ ଓ ବିଦ୍ୟାଳୟ ମୁଖ୍ୟ ପରିଚାଳକ ଗଣେଶ ପଣ୍ଡା ଯୋଗଦେଇ ପୂଜାର୍ଚ୍ଚନା ସହ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏହି ଅବସରରେ ଶ୍ରୀଯୁକ୍ତ ଦୂର୍ଗା ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଡ୍ରେସ ବଣ୍ଟନ କରିଥିଲେ ଓ ତାଙ୍କ ସହିତ କିଛି ସମୟ ରହି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna
ଜୁନାଗଡ଼ରୁ ରାକେଶ ବେମାଲଙ୍କ ରିପୋର୍ଟ odiabarta.in

 

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.