ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ

ପୁରାତନ ଛାତ୍ରଛାତ୍ରୀଙ୍କ ଦ୍ୱାରା ଗିରି ଗୋବର୍ଦ୍ଧନ ଉଚ୍ଚବିଦ୍ୟାପୀଠ ଠାରେ ସାମୁହିକ ବନ୍ଧୁମିଳନ କାର୍ଯ୍ୟକ୍ରମ

କଳାହାଣ୍ଡି,୯/୧୨:

Omkar Vasthu
Omkar Vasthu

କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଅନ୍ତର୍ଗତ ଗିରିଗୋବର୍ଦ୍ଧନ ଉଚ୍ଚ ବିଦ୍ୟାପୀଠ କେନ୍ଦୁବନ୍ଧ ଠାରେ ୧୯୯୫-୯୭ ବେଚ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।  ପରିବାର ବର୍ଗଙ୍କୁ ନେଇ ପୁରାତନ ଛାତ୍ରଛାତ୍ରୀ ମାନେ ଏହି ଉତ୍ସବରେ ଯୋଗ ଦେଇଥିଲେ । ଦୀର୍ଘ ୨୩ ବର୍ଷ ପଛର ଛାତ୍ରଛାତ୍ରୀ ମାନେ ଦୂର ଦୁରଦୂରାନ୍ତରେ ଥିଲେ ମଧ୍ୟ ଏଠାରେ ଆସି ପହଞ୍ଚି ଥିଲେ । ଏହି କାର୍ଯ୍ୟକ୍ରମରେ ଗିରିଗୋବର୍ଧନ ଉଚ୍ଚବିଦ୍ୟପୀଠର ସମସ୍ତ ଗୁରୁଜନ ତଥା କର୍ମଚାରୀ ଉପସ୍ଥିତ ଥିଲେ ।

Pearl dental clinic
Near Ashish Medical Store, Bhawanipatna

ସମସ୍ତପୁରାତନ ଛାତ୍ରଛାତ୍ରୀ ନିଜନିଜ ପରିଚୟ ପ୍ରଦାନ କରିବା ସହ ନିଜର ବ୍ୟକ୍ତିଗତ  ଜୀବନ ବିଷୟରେ ପିରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗିରିଗୋବର୍ଦ୍ଧନ ଉଚ୍ଚ ବିଦ୍ୟପୀଠ ର ପ୍ରଧାନ ଶିକ୍ଷକ ନନ୍ଦକିଶୋର ସାହୁ , ସହ ଶିକ୍ଷକ  ଯୁଧିଷ୍ଠିର ମାଝୀ, ଅଭୟ ସାହୁ, ରମେଶ ଚନ୍ଦ୍ର ମିଶ୍ର, ଶିଶିର କୁମାର ଦାସ, କୈଳାସ ଚନ୍ଦ୍ର ସାହୁ, ଦୁର୍ଗାପ୍ରସାଦ ସାହୁ, ଚନ୍ଦ୍ରମଣି ପରିଡା, ରାହସ ବିହାରୀ କୁମାର, ପିତାମ୍ବର ପରିଡା, ଅଭିମନ୍ୟୁ ସାହୁ, ଡ଼ମନା ପୁଟେଲ ପ୍ରମୁଖୁ ଯୋଗଦେଇ ନିଜନିଜର ମତପୋଷଣ କରିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.