ଲାଞ୍ଜିଗଡ଼,୧୮/୯ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ ଅନ୍ତର୍ଗତ କମର୍ଦ୍ଧା ପଞ୍ଚାୟତ ଓ ଲାଞ୍ଜିଗଡ ରୋଡ ପଞ୍ଚାୟତ ରେ ଗ୍ରାମିଣ ଆବାସ ଯୋଜନାର ଭୂମିପୂଜନ ଓ କାର୍ଯ୍ୟାଦେଶ ବଣ୍ଟନ ଉଦଘାଟନ ସମାରୋହ ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତଥି ଭାବରେ ମାନ୍ୟବର ଲାଞ୍ଜିଗଡ ବିଧାୟକ ଶ୍ରଯୁକ୍ତ ପ୍ରଦୀପ ଦିଶାରି ଯୋଗ ଦେଇ ଭୂମି ପୂଜନ କରିଥିଲେ।
ସମ୍ମାନିତ ଅତିଥି ଭାବରେ ବ୍ଲକ୍ ଅଧ୍ୟକ୍ଷ ଇଂ ଫକିର ମୋହନ ମାଝୀ, ବିଡ଼ିଓ ମୁନିଦ୍ର ହୋନ୍ନାଙ୍ଗା, ଏବିଡ଼ିଓ ବିଭୁତି ଭୁଷଣ ଶତପଥୀ ଙ୍କ ସହିତ ପଞ୍ଚାୟତ ର ସମସ୍ତ କର୍ମ କର୍ତ୍ତା ସରପଞ୍ଚ କାନ୍ତି ପାତ୍ର ସମିତି, ସଭ୍ୟ ଜଗଦୀଶ ବେନିଆଁ, ପିଇଓ ଗୈରାଙ୍ଗ ମାଝୀ, ଲାଞ୍ଜିଗଡ ରୋଡ ସରପଞ୍ଚ ଟଙ୍କଧର ମାଝୀ, ଜିଆରଏସ୍ ପ୍ରଦ୍ୟୁମ୍ନ ସାହୁ, ପିଇଓ ଦାସଙ୍କ ସମେତ ଗ୍ରାମ ର ସମସ୍ତ ଜନସାଧାରଣ ପ୍ରମୁଖ ଉପସ୍ଥିତ ଥିଲେ।
ଲାଞ୍ଜିଗଡ ପ୍ରତିନିଧି ଦୂଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ odiabarta.in