ଜୁନାଗଡ,୧୮/୯ : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଠାରେ ଜୁନାଗଡ଼ ଓକିଲ ସଂଘ ଓ ପୋଲିସଙ୍କ ମିଳିତ ଉଦ୍ୟମରେ ଚାରିଚକିଆ ଓ ଦୁଇ ଚକିଆ ଯାନ ବାହାନ ଚାଳକଙ୍କୁ ସଚେତନ କରାଯାଇଥିଲା । ଏଥିରେ ଧର୍ମଗଡ଼ ଏସଡିପିଓ ଲକ୍ଷ୍ମୀକାନ୍ତ ପଣ୍ଡା, ଜୁନାଗଡ଼ ପୋଲିସ ସମେତ ଜୁନାଗଡ଼
ଓକିଲ ସଂଘର ସଭାପତି ସୁଧାଂଶୁ ଶେଖର ବରାଡ, ହିମାଂଶୁ ଶେଖର ବରାଡ, ଅଶୋକ ପାତ୍ର ପ୍ରମୁଖ ଅନେକ ଆଇନଜିବୀ ଉପସ୍ଥିତ ଥିଲେ ।
ଜୁନାଗଡ଼ରୁ ରାକେଶ ବେମାଲଙ୍କ ରିପୋର୍ଟ odiabarta.in
Like us on Facebook👇