କଳାହାଣ୍ଡି ଜିଲ୍ଲା କୋଶଲା ମାଳୀ ସମାଜର ନୂଆଖାଇ ଭେଟଘାଟ

ଜୁନାଗଡ/କୋକସରା,୨୨/୯ : କୋକସରା ବ୍ଲକ ଅନ୍ତର୍ଗତ ମୋଟେର ରାଜୀବ ଭବନ ଠାରେ ଆଜି କଳାହାଣ୍ଡି ଜିଲ୍ଲା କୋଶଲା ମାଳୀ (ପଟେଲ) ସମାଜର ନୂଆଖାଇ ଭେଟଘାଟ ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କୋଶଲା ମାଳୀ ସମାଜ ସଭାପତି ଲକ୍ଷ୍ମୀକାନ୍ତ ନାଏକ ଯୋଗ ଦେଇ ସମାଜରୁ କୁସଂସ୍କାର ଓ ଅନ୍ଧ ବିଶ୍ବାସ ଦୂର କରିବାକୁ ଆହ୍ବାନ ଦେବାସହ ସମାଜର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ଭବ୍ୟ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସଂପାଦକ ପବିତ୍ର ପଟେଲଙ୍କ ସହ ଦୁର୍ଯୋଧନ ପଟେଲ, ଘନଶ୍ୟାମ ପଟେଲ, ସଞ୍ଜୟ ପଟେଲ, ବଳରାମ ପଟେଲ ପ୍ରମୁଖ ମଞ୍ଚାସୀନ ଥିଲେ । ଉକ୍ତ ଭେଟଘାଟ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ କୋଶଲା ମାଳୀ ସମାଜର ଲୋକେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

Udyog Nursery
Udyogi Nursery

ଜୁନାଗଡ ପ୍ରତିନିଧି ରାକେଶ ବେମାଲଙ୍କ ରିପୋର୍ଟ odiabarta.in

Like us on Facebook👇

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.