ଶ୍ରୀ ଜଗନ୍ନାଥ କଥାମୃତ : ଆଶିର୍ବାଦ ମହାରାଜଙ୍କ ପ୍ରବଚନରେ ତଲ୍ଲିନ ଭକ୍ତ

ସଇଁତଲା,୧୪/୧୦ : ବଲାଙ୍ଗିର ଜିଲ୍ଲା ସଇଁତଲାର ଗୋପବନ୍ଧୁ ପଡା ସ୍ଥିତ ଶ୍ରୀ ରାମ ମନ୍ଦିରରେ ପାଞ୍ଚ ଦିନ ଧରି ଚାଳିଥିବା ଶ୍ରୀ ଜଗନ୍ନାଥ କଥା ମୃତ ପ୍ରବଚନ କାର୍ଯ୍ୟକ୍ରମ ମହାଆଡମ୍ବରରେ ସଂପନ୍ନ ହୋଇଯାଇଛି । ପଣ୍ଡିତ ଶ୍ରୀ ଆଶିର୍ବାଦ ମହାରାଜଙ୍କ ଭକ୍ତି ଭାବ ଭରା ପ୍ରବଚନରେ ତଲ୍ଲିନ ହୋଇ ପଡିଛନ୍ତି ଭକ୍ତ ମଣ୍ଡଳୀ । ଜୟ ଜଗନ୍ନାଥ ନାରାରେ ପ୍ରକମ୍ପିତ ହୋଇ ଉଠିଥିଲା ଗଗନ ପବନ । 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଗଜପତି ମହାରାଜାଙ୍କ ନିର୍ଦେଶରେ ଜଗନ୍ନାଥ ମହାପ୍ରଭୁଙ୍କ ଲିଳା ଅମୃତ ବାଣୀ ପ୍ରଚାର ନିମନ୍ତେ ନିଜକୁ ସମର୍ପିତ କରିଛନ୍ତି ଆଶିର୍ବାଦ ମହାରାଜ । ସେ ପ୍ରବଚନ ଓ ସଙ୍ଗୀତ ମାଧ୍ୟମରେ ଭକ୍ତମାନଙ୍କୁ ପ୍ରଭୂ କୃପା ଲାଭ କରାଉଛନ୍ତି । ସଇଁତଲାରେ ଉକ୍ତ କାର୍ଯ୍ୟକ୍ରମ ୯ ତାରିଖରୁ ଆରମ୍ଭ ହୋଇ ୧୩ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ଏଥିରେ ଶହ ଶହ ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁ ଯୋଗ ଦେଇଥିବା ବେଳେ ମାରୱାଡ଼ି ମଞ୍ଚ ଓ ସଇନ୍ତଳା ଗ୍ରାମ ବାସୀ ସହଯୋଗ କରିଥିଲେ ।

Udyog Nursery
Udyogi Nursery

ସଇଁତଲାରୁ ଗୋକୁଳାନନ୍ଦ ବଗର୍ତ୍ତୀଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.