ସ୍ୱଚ୍ଛ ଭାରତ ଅଭିଯାନ : ରିଞ୍ଜା ପଞ୍ଚାୟତର ବିଭିନ୍ନ ସ୍ଥନରେ ବସିଲା ଆବର୍ଜନା କୁଣ୍ଡ

କର୍ଲାମୁଣ୍ଡା ୧୦/୧୧ : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ରିଞ୍ଜା ପଞ୍ଚାୟତରେ ସ୍ୱଚ୍ଛ ଭାରତ ଅଭିଯାନ କ୍ରମରେ ବିଭିନ୍ନ ଗ୍ରାମରେ ଆବର୍ଜନା କୁଣ୍ଡ ସ୍ଥାପନ କରାଯାଇଛି । ସରପଞ୍ଚ ଭୋଯବନ୍ତି ସାହୁ ଆବର୍ଜନା କୁଣ୍ଡ ସ୍ଥାପନ କରି ଅପରିଷ୍କାର ସାମଗ୍ରୀ ବାହାରେ ନପକାଇ ଏଠାରେ ପକାଇ ବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଏଥିରେ ପଇଓ, ୱାର୍ଡ ସଭ୍ୟ ଏବଂ ଅନ୍ୟ କର୍ମଚାରି ମାନେ ଉପସ୍ଥିତ ଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna
କର୍ଲାମୁଣ୍ଡାରୁ ବାଲକୁମର ସାହୁଙ୍କ ରିପୋର୍ଟ odiabarta.in

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.