ଜୁନାଗଡ,୧୩/୧୧ : କଳାହାଣ୍ଡି ଜିଲା ଜୁନାଗଡ଼ ଥାନା
ମହିଚଲା ଗାଁ ଧାନମଣ୍ଡି ପାଖରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା ଗ୍ରସ୍ତ ହେଇ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ଜୟପାଟଣା ଥାନା ପାବିଲି ଗାଁର ଗିରିଧାରୀ ଦାସକାଠିଆ ବୋଲି ଜଣାପଡିଛି ।
ଜୁନାଗଡ଼ରୁ ରାକେଶ ବେମାଲଙ୍କ ରିପୋର୍ଟ odiabarta.in
——————————————————–