ଧର୍ମଗଡ,୧୫/୧୧ : ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ବାହରଲାଲ ନେହେରୁଙ୍କ ୧୩୦ତମ ଜନ୍ମ ଜୟନ୍ତୀ ଧର୍ମଗଡ ସହରର ଜ୍ଞାନ କମ୍ପୁଟରରେ ପାଳିତ ହୋଇ ଯାଇଛି । ଜ୍ଞାନ କାମ୍ପୁଟରର ନିର୍ଦ୍ଧେଶକ କମଳାକାନ୍ତ ବିହାରୀଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସଂସ୍କାର ସ୍କୁଲର ନିର୍ଦେଶକ ୟୁଗେସ ତାଣ୍ଡି, ସମ୍ମାନିତ ଅତିଥି ଭାବରେ ସମାଜସେବୀ ଢଗ ନାଏକ, ବଂଶୀଧର ସାଗର, ଅମିତ ସେଠି ପ୍ରମୂଖ ଯୋଗଦେଇଥିଲେ । ପୁରୁଷୋତ୍ତମ ସୁନାନୀ ସଭା ପରିଚାଳନା କରିଥିବା ବେଳେ ଧନଞ୍ଜୟ ବାଗ ଧନ୍ୟବାଦ ଅର୍ପଣ କରିଥିଲେ ।