କଳାହାଣ୍ଡି,୧୭/୧୨:
କଳାହାଣ୍ଡି ଜିଲ୍ଲା କାର୍ଲମୁଣ୍ଡା ବ୍ଲକ ସଦର ମହକୁମା ଠାରେ ଆଜି ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲାପାଳ ଡଃ ଗଭାଲି ପରାଗ ହର୍ଷଦ, କଳାହାଣ୍ଡି ଏସପି ବି. ଗଙ୍ଗାଧର, ଜିଲ୍ଲାପାଳ ମିର୍ଧା ଟପୋ, ସିଡିଏମଓ ସରୋଜ କୁମାର ତିହାଡ଼ି, ବିଡିଓ ଅବନିକାନ୍ତ ସାହୁ, ଅଧକ୍ଷ୍ୟା ଅମୃତା ସାହୁ ପ୍ରମୂଖ ଯୋଗଦେଇଥିଲେ।ପ୍ରତିକୂଳ ପାଗ ହେତୁ ମାତ୍ର ୩୨ଟି ଅଭିଯୋଗ ଆସିଥିଲା।
ସ୍ବତନ୍ତ୍ର ପ୍ରତିନିଧି ନରୋତ୍ତମ ସେଲମାଙ୍କ ରିପୋର୍ଟ odiabarta.in