ସୁବର୍ଣ୍ଣମେରୁ ଠାରେ ତୈଳିକ ବୈଶ୍ୟ ସମାଜର ସଭା

ସମାଜକୁ ସୁଦୃଢ଼, ଶୃଙ୍ଖଳିତ ଓ ପରିମାର୍ଜିତ କରିବା ଉପରେ ଗୁରୁତ୍ବ

Omkar Vasthu
Omkar Vasthu

ସୋନପୁର,୨୬/୧୨ : ସୋନପୁରର ସୁବର୍ଣ୍ଣମେରୁ ଠାରେ ଜିଲା ତୈଳିକ ବୈଶ୍ୟ ସମାଜର ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ସୁବର୍ଣ୍ଣପୁର ଜିଲା ତୈଳିକ ବୈଶ୍ୟ ସମାଜ ସଭାପତି ପଙ୍କଜ କୁମାର ସାହୁ ଙ୍କ ଅଧ୍ୟକ୍ଷତା କରିଥିଲେ । ପରେ ସମ୍ପାଦକ ରାମ ଚନ୍ଦ୍ର ସାହୁ ସ୍ୱାଗତ ଭାଷଣ ଦେବା ସହ ସଭାକୁ ଜିଲ୍ଲା କୋଷାଧକ୍ଷ ହରି ନାରାୟଣ ସାହୁ ପରିଚାଳନା କରିଥିଲେ । ଏହି ସଭାରେ ପ୍ରତ୍ୟେକ ବ୍ଲକର ସଭାପତି ଓ ସମ୍ପାଦକ ମାନେ ଯୋଗ ଦେଇ ସମାଜକୁ ସୁଦୃଢ଼, ଶୃଙ୍ଖଳିତ ଓ ପରିମାର୍ଜିତ କରିବା ସକାଶେ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ । ଏହି ସଭାରେ ଧନଞ୍ଜୟ ସାହୁ ଧନ୍ୟବାଦ ଦେଇଥିବା ବେଲେ ଅନ୍ୟ ମାନଙ୍କ ମଧ୍ୟରେ ଉପଦେଷ୍ଟା ଚୁଲେସ୍ୱର ସାହୁ, ଅର୍ଜୁନ ସାହୁ, ପ୍ରଫୁଲ୍ଲ ସାହୁ, ସମାଜ ମିଡିଆ ପ୍ରଭାରି ସୁଶାନ୍ତ ସାହୁ ଙ୍କ ସହ ତୈଳିକ ବୈଶ୍ୟ ସମାଜର ପ୍ରତେକ ସଦଶ୍ୟ ଉପସ୍ଥିତ ଥିଲେ ।

Pearl dental clinic
Near Ashish Medical Store, Bhawanipatna
ସୁବର୍ଣ୍ଣପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ ସାହୁଙ୍କ ରିପୋର୍ଟ odiabarta.in

________________________________________

Udyog Nursery
Udyogi Nursery

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.