ଲକଡାଉନର ଷଷ୍ଠ ଦିନ : ଜିଲ୍ଲା ପ୍ରଶାସନ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ

ବଲାଙ୍ଗିର,୩୦/୩ : ଆଜି ହେଉଛି ଲକଡାଉନର ଷଷ୍ଠ ଦିନ । ଆଜି ବି ସାରା ବଲାଗିଂର ସହରରେ ଲକଡାଉନ ନିୟମକୁ କଡାକଡି କରାଯାଇଛି । ବିଭିନ୍ନ ଛକରେ ପୋଲିସ ମୁତୟନ ହୋଇ ଲୋକକୁଂ ବୁଝାସୁଝା କରୁଛନ୍ତି । ଅନ୍ୟପଟେ ବାହାର ରାଜ୍ୟରୁ ଆସି ବଲାଗିଂର ସହର ଭିତରେ ବହୁତ ଲୋକ ଜୀବିକା ନିର୍ବାହ କରୁଛନ୍ତି । କିଏ କୁଲଫି, ଆଇସକ୍ରୀମ ବିକ୍ରି କରୁଛି ତ କିଏ କବାଡି କାମ କରୁଥିଲେ । ଏବେ ଲକଡାଉନ ଯୋଗୁଁ ସେମାନକଂ କାମ ବନ୍ଦ ଥିବାରୁ ସେମାନକଂ ଜୀବନ ଦୁର୍ବିସହ ହୋଇଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ନିଜ ରାଜ୍ୟକୁ ମଧ୍ୟ ଯାଇ ପାରୁନାହାନ୍ତି । ଏମିତି ଲୋକ ମାନକୁଂ ଚିହ୍ନଟ କରି ରାଜ୍ୟ ସରକାରକଂ ନିର୍ଦ୍ଦେଶ କ୍ରମେ ଆଜି ବଲାଗିଂର ଜିଲ୍ଲା ପ୍ରଶାସନ ସହାୟତାର ହାତ ବଢାଇଛି । ସେମାନକଂ ବସ୍ତିକୁ ଯାଇ ଚାଉଲ,ଡାଲି, ଅଟା ଭଳି ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟା ଯାଇଛି । ନିଜେ ବଲାଗିଂର ଉପ ଜିଲ୍ଲାପାଲ ସଂଜୟ କୁମାର ମିଶ୍ର ଏବଂ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ବିପିନ ବିହାରୀ ଦୀପ ଅନ୍ୟ କର୍ମଚାରୀ କଂ ସହିତ ବସ୍ତିକୁ ବସ୍ତି ବୁଲି ରାସନ ସାମଗ୍ରୀ ବଣ୍ଟନ କରିଥିଲେ । ଶୁଖା ଖାଦ୍ୟ ପାଇ ବେଶ ଖୁସି ହୋଇଥିଲେ ପ୍ରବାସୀ ବ୍ୟବସାୟୀ ।

Udyog Nursery
Udyogi Nursery
ବଲାଙ୍ଗିରରୁ ସଞ୍ଜୟ କୁମାର ମିଶ୍ରଙ୍କ ରିପୋର୍ଟ OdiaBarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.