ଗରିବ ଅସହାୟଙ୍କୁ ରନ୍ଧା ଖାଦ୍ୟ ବିତରଣ : ତଦାରଖ କରୁଛନ୍ତି ବିଡିଓ ଏବଂ ସିଡିପିଓ

କଳାହାଣ୍ଡି୨/୪ : ମହାମାରୀ କରୋନାର ମୁକାବିଲା କରିବାକୁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଲକଡାଉନ ପ୍ରଭାବରେ ଗରିବ ଅସହାୟ ମାନଙ୍କ ଜୀବନ ଧାରଣ ଯେପରି ପ୍ରଭାବିତ ନହୁଏ ସେଥିପାଇଁ ରାଜ୍ୟ ସାରା ପଞ୍ଚାୟତ ସ୍ତରରେ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି । ସେହି କ୍ରମରେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ୧୨ଟି ପଞ୍ଚାୟତରେ ୨୦୯ ଜଣ ମହିଳା, ପୁରୁଷଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି। କର୍ଲାମୁଣ୍ଡା ବିଡିଓ ପ୍ରିୟଦର୍ଶନୀ ମିର୍ଦ୍ଧା ଓ ସିଡିପିଓ ପାର୍ବତୀ ସାହୁ ନିୟମିତ ଭାବେ ଏହି କାର୍ଯ୍ୟର ତଦାରଖ କରୁଛନ୍ତି।

Omkar Vasthu
Omkar Vasthu
ନର୍ଲା ନିର୍ବାଚନ ମଣ୍ଡଳୀ ପ୍ରତିନିଧି ନବୀନ କିଶୋର ସାହୁଙ୍କ ରିପୋର୍ଟ OdiaBarta.in

________________________________________

Pearl dental clinic
Near Ashish Medical Store, Bhawanipatna

ଏଠିଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

Udyog Nursery
Udyogi Nursery

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.