କରୋନା ମୁକାବିଲା : ପ୍ରଶାସନକୁ ୫ହଜାର ମାସ୍କ ପ୍ରଦାନ କଲା ଉତ୍କଳ ଆଲୁମିନା

ରାୟଗଡ,୧୭/୪: ରାୟଗଡ ଜିଲ୍ଳା କାଶିପୁର ବ୍ଳକ ଦୋରାଗୁଡା ଠାରେ ଥିବା ଆଦିତ୍ୟ ବିରଲା ଗ୍ରୁପ୍ ଉତ୍କଳ ଆଲୁମିନା ଇଂଟରନ୍ୟାସନାଲ କମ୍ପାନୀ ତରଫରୁ କରୋନା ମୁକାବିଲା ନେଇ ୫୦୦୦ ମାସ୍କ ଜିଲ୍ଳା ପ୍ରଶାସନକୁ ପ୍ରଦାନ କରାଯାଇଛି । ରାୟଗଡ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରାଙ୍କୁ କମ୍ପାନୀ କର୍ତୁପକ୍ଷ ଶୁକ୍ରବାର ଦିନ ଭେଟି ମାସ୍କ ପ୍ରଦାନ କରିଛନ୍ତି । କରୋନା ମୁକାବିଲା ପାଇଁ ସମସ୍ତ ଜନ ସାଧାରଣ ମାନେ ମାସ୍କ ବ୍ୟବହାର ଉପରେ ବାଧ୍ୟତାମୂଳକ କରିଥିବାରୁ ଉତ୍କଳ ଆଲୁମିନା ପକ୍ଷରୁ ଲୋକଙ୍କୁ ସୁରକ୍ଷିତ ରଖିବା ଦିଗରେ ପ୍ରଶାସନକୁ ମାସ୍କ ପ୍ରଦାନ କରାଯାଇଥିବା କମ୍ପାନୀ କର୍ତୁପକ୍ଷ କହିଛନ୍ତି ।

Omkar Vasthu
Omkar Vasthu
ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Click here to get 24×7 News & Views alerts👇🏻

http://bit.ly/OBgroup4

Udyog Nursery
Udyogi Nursery

Follow us on Twitter👇🏻

https://twitter.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.