ଯୁବ ଯାଦବ ସମାଜ ପକ୍ଷରୁ କରୋନା ସଚେତନତା

ନୂଆପଡା,୨/୪: ମହାମାରୀ କରୋନାକୁ ଦୃଷ୍ଟିରେ ରଖି ନୂଆପଡା ଯୁବ ଯାଦବ ସମାଜ ପକ୍ଷରୁ ଜନ ସଚେତନତା ଓ ସେବା କାର୍ଯ୍ୟ ଜାରିରହିଛି । ଏହି କ୍ରମରେ ଯୁବ ଯାଦବ ସମାଜ ପକ୍ଷରୁ ବୋଡେନ ବ୍ଲକ ଓ ସିନାପାଲି ବ୍ଲକ ଅନ୍ତର୍ଗତ ଗ୍ରାମ ମାନଙ୍କରେ ସଚେନନତା ସହ ମାସ୍କ ଓ ସାବୁନ ବଣ୍ଟନ କରାଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଯୁବ ଯାଦବ ଚିନ୍ତାମଣି ହଂସ, ରମେଶ କଟା, ଡାଇମଣ୍ଡ ନିଆଳ, ମୋହିତମୋହନ କାଣ୍ଡ, ଲିଲେନ୍ଦ୍ର ହଂସ, ବସନ୍ତ ହଂସ, ରମେଶ ହେର୍ଣା, ପିତାମ୍ବର ବନ୍ଦିଛୋର, ଗୌରହରି ବାଗ, ସୁମିତ ହଂସ ପ୍ରମୁଖ ସିନାପାଳି ବ୍ଳକର ରାଣିମୁଣ୍ଡା ଓ ପୁରୁନବସା ଗ୍ରାମ ମାନଙ୍କ ରେ , ଏବଂ ବୋଡେନ ବ୍ଳକର ଲିଟିସର୍ଗି, ଦହନାପାଲି, କେକଡସର ଗ୍ରାମରେ ଘର ଘର ବୁଲି ମାସ୍କ ଓ ସାବୁନ ବଣ୍ଟନ କରିବା ସହ  ଲୋକ ମାନଙ୍କୁ କୋରୋନା ଭୁତାଣୁରୁ ରକ୍ଷା ପାଇବା ପାଇଁ ମାସ୍କ ବ୍ୟବହାର କରିବା ସହ ବାରମ୍ବାର ହାତ ଧୋଇବା ପାଇଁ ସଚେତନ କରାଇଥିଲେ । ଏହି କାର୍ଯକ୍ରମକୁ ଯୁବ ଯାଦବ ସଂଗଠକ କପିଲେନ୍ଦ୍ର ଭୋଇ, ହେମସାଗର ନାଗ, ରତ୍ନାକର ଠେଲା, ହେମନ୍ତ କଟା ପ୍ରମୁଖ ସମସ୍ତେ  ସହଯୋଗ କରିଥିଲେ ।

Udyog Nursery
Udyogi Nursery

Click here to get 24×7 News & Views alerts👇🏻

http://bit.ly/OBgroup4

Follow us on Twitter👇🏻

https://twitter.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.