ପ୍ରବାସୀଙ୍କ ପାଖକୁ ନଯିବାକୁ ଗଣମାଧ୍ୟମକୁ ପରାମର୍ଶ : ସ୍ବତନ୍ତ୍ର ଆଡଭାଇଜରୀ ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ବର,୩/୪: ବାହାରୁ ଆସୁଥିବା କୌଣସି ଲୋକଙ୍କ ପାଖକୁ ନଯିବାପାଇଁ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର। ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏନେଇ ଏକ ସ୍ୱତନ୍ତ୍ର ଆଡଭାଇଜରୀ ଜାରି ହୋଇଛି। ଏଥିରେ ପ୍ରବାସୀ ଓଡିଆ ପହଞ୍ଚୁଥିବା ରେଳ ଷ୍ଟେସନକୁ ଗଣମାଧ୍ୟମ ପ୍ରତିନିଧୀ ନ ଯିବାକୁ ପରାମର୍ଶ ଦିଆଯାଇଛି। ଏହା ସହ ପ୍ରବାସୀ ଓଡିଆ ରହୁଥିବା ସଂଗରୋଧ କେନ୍ଦ୍ରକୁ ମଧ୍ୟ ନ ଯିବାକୁ ବାରଣ କରାଯାଇଛି।

Click here to get 24×7 News & Views alerts👇🏻

http://bit.ly/OBgroup4

Follow us on Twitter👇🏻

https://twitter.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.