ଲାଞ୍ଜିଗଡ଼ରୋଡ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ମ୍ୟାଲେରିଆ ସଚେତନତା ସଭା ଓ ମସାରି ବଣ୍ଟନ କାର୍ଯ୍ୟକ୍ରମ

ଲାଞ୍ଜିଗଡ: ଲାଞ୍ଜିଗଡ଼ରୋଡ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ମ୍ୟାଲେରିଆ ନିରାକରଣ ଉପରେ ଏକ ସଚେତନ ସଭା ଆୟୋଜିତ ହୋଇଯାଇଛି। ଏହି ଅବସରରେ ୪୭୦ ଜଣଙ୍କୁ ମସାରୀ ବଣ୍ଟନ କରାଯାଇଛି। ଲାଞ୍ଜିଗଡ଼ରୋଡ ପ୍ରାମିକ ସ୍ୱାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ ରବିନ୍ଦ୍ର କୁମାର ସାହୁଙ୍କ ତତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୂଖ୍ଯ ଅତିଥି ଭାବେ ଲାଞ୍ଜିଗଡ଼ରୋଡ ସରପଞ୍ଚ ଟକଧର ମାଝୀ, ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟ କନୋଜ କୁମାର ରାଉତ, ସମାଜସେବି ଗୋପାଳଦାସ ମହାନନ୍ଦ, କନେଷ୍ଟବଳ ବି. ସାହୁ ଓ ଧନଜୟ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।

ଏହି ବଣ୍ଟନ କାର୍ଯ୍ୟକ୍ରମରେ ଏନଏମ ସୁସମା ଦାସ, ଲାଂଜିଗଡରୋଡ ଅଙ୍ଗନବାଡି କର୍ମୀ ପୂଜା ମାଝୀ, ଆଶା କର୍ମୀ କେଶରୀ ଗହିର, ମାନସି ଗହିର, ନ୍ରୁରରାଜ ଗଉଡ ପ୍ରମୁଖ ସହଯୋଗ କରିଥିେଲ।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.