କଳାହାଣ୍ଡି: ଓଡ଼ିଆ ଓ ଇଂରାଜୀ ସାହିତ୍ୟର ପ୍ରଥିତଯଶା ଲେଖକ, ବାଗ୍ନୀ, ଶ୍ରୀମା ଶ୍ରୀ ଅରବିନ୍ଦ ଚେତନାର ଦିଗଦ୍ରଷ୍ଟା ପଦ୍ମଭୂଷଣ ମନୋଜ ଦାସଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇ ବିଶିଷ୍ଟ ଯୁବ ବାଲୁକା ଶିଳ୍ପୀ ଓମପ୍ରକାଶ ସାହୁ ବାଲୁକା କଳାରେ ତାଙ୍କ ପ୍ରତିକୃତି ତିଆରି କରିଛନ୍ତି। ଏହି ବାଲୁକା ଚିତ୍ରରେ ସେ ଏହି ମହାନ ଲେଖକଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରି ରାଜ୍ୟ ଜଣେ ପ୍ରବୀଣ ସାରସ୍ୱତ ସ୍ରଷ୍ଟାଙ୍କୁ ହରାଇଲା ଯାହାକି ଅପୂରଣୀୟ କ୍ଷତି ବୋଲି ଦର୍ଶାଇଛନ୍ତି।
କଳାହାଣ୍ଡିରୁ ନରୋତ୍ତମ ସେଲମାଙ୍କ ରିପୋର୍ଟ OdiaBarta.in