ଆଉ ନାହାନ୍ତି ସମାଜସେବୀ ଲକ୍ଷ୍ମୀଧର ପାତ୍ର, ବାମ୍ବୁରିରେ ଶୋକ

କଟକ: କଟକ ସଦର ବ୍ଲକ ଉପକଣ୍ଠ କନ୍ଦରପୁର ପଞ୍ଚାୟତ ବମ୍ବୁରି ଗ୍ରାମର ବିଶିଷ୍ଟ ସମାଜସେବୀ, ଧର୍ମପରାୟଣ ବ୍ୟକ୍ତିତ୍ଵ ତଥା ସାହି ମୂରବୀ ଲକ୍ଷ୍ମୀଧର ପାତ୍ର(୬୧)ଙ୍କ ଅକାଳ ବିୟୋଗ ଘଟିଛି। ସ୍ବର୍ଗତ ପାତ୍ରଙ୍କ ବିୟୋରେ ନେତାଜୀ ୟୁଥ୍ କ୍ଲବର ପୂର୍ବତନ ସଭାପତି ଉମାକାନ୍ତ ଭୂୟାଁ, ଦାସରଥି ପ୍ରସାଦ ଚୌଧୁରୀ, ପୂର୍ବତନ ସଂପାଦକ ରମେଶ ଚନ୍ଦ୍ର ସିଂହ, ସଂନ୍ତୋଷ କୁମାର ଭୋଇ, ବର୍ତ୍ତମାନର ସଭାପତି ପ୍ରମୋଦ କୁମାର ରାଉତ, ସଂପାଦକ ଶୁଭେନ୍ଦୁ ବାରିକ, ଓମ୍ ପ୍ରକାଶ ପରିଡ଼ା, ଇନ୍ଦ୍ରମଣି ପାତ୍ର, ଗୋବିନ୍ଦ ସାହୁ, ଆଲୋକ ଦିଗଦର୍ଶୀ ବିଶ୍ଵାଳ, ନିରଜଂନ ପରିଡ଼ା, ନିରଜଂନ ରାଉଳ ପ୍ରମୁଖ ଶୋକବ୍ୟକ୍ତ କରିବା ସହ ଅମର ଆତ୍ମାର ସଦଗତି ପ୍ରାର୍ଥନା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.