ବାପୁଜୀ କ୍ଳଷ୍ଟର ପକ୍ଷରୁ ଵିଦାୟ ସମ୍ବର୍ଦ୍ଧନା ସଭା

ଭବାନୀପାଟଣା: ସ୍ଥାନୀୟ ବାପୁଜୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଵିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଢଳଦେବ ମୁଣ୍ଡଙ୍କ ପୌରହିତ୍ଯରେ ମୁଖ୍ଯ ଅତିଥି ଭଵାନୀପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗନ୍ନାଥ ପୁରୋହିତ, ସମ୍ମାନୀତ ଅତିଥି ଏଵିଇଓ ସାରଙ୍ଗଧର ମୁଣ୍ଡ ଓ ବିଆରସିସି  ଜୟ କୁମାର ମାଝୀ ଯୋଗ ଦେଇଥିଲେ। ଏଥିରେ ଵାପୁଜୀ କ୍ଳଷ୍ଟର ସିଆରସିସି ମିନତି କୁମାରୀ ପ୍ରଧାନ, ଲୀନା ଦାସ, ସୁବର୍ଣ୍ଣେଶ୍ବରୀ ଵେଦବାକ୍, ସୁରଭୀବାଳା ଦେଵୀ, ସରସ୍ବତୀ ନାଏକ, ସରୋଜିନୀ କୁମାର, ମଞ୍ଜୁଲତା ପଣ୍ଡା ଆଦି ପ୍ରଧାନ ଶିକ୍ଷୟିତ୍ରୀ ଗଣ ତଥା ଏହି କ୍ଳଷ୍ଟରର ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।

Omkar Vasthu
Omkar Vasthu

ଉକ୍ତ ସଭାରେ ପୂର୍ବତନ ସିଆରସିସି ସୁନୀତା କୃପ ଓ ନାହେଦା ଶାହିନ ତଥା ବରିଷ୍ଠ ଶିକ୍ଷୟିତ୍ରୀ କମଳ କୁମାରୀ, ନିଗାର ସୁଲତାନା ଓ ସୁରବାଳା ବାଗ ଙ୍କୁ ସମ୍ଵର୍ଦ୍ଧିତ କରାଯାଇଥିଲା । ସସ୍ମିତା ପଣ୍ଡା ଓ ଛନ୍ଦିତା ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଓ ପୁରୁଣାପଡା ଉ.ପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଲୀନା ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.