ଶିବଃ ଶକ୍ତ୍ୟାଯୁକ୍ତଃ ଯଦିଭବତିଶକ୍ତିଃ ପ୍ରଭୂବିତୁମ୍ ।
ନଚେ ଦେବଂ ଦେବୋ ନ ଖଳୁ କୁଶଳଃ ସ୍ପନ୍ଦିତୁମପି ।
ଅତସ୍ତ୍ବାମାରାଧ୍ୟାଂ ହରିହର ବିରଞ୍ଚ୍ୟାଦିଭିରପି ।
ପ୍ରଣନ୍ତୁଂ ସ୍ତୋତୁଂ ବା କଥମକୃତପୁଣ୍ୟଃ ପ୍ରଭବତି ।।
. ଆନନ୍ଦ ଲହରୀ, ଶ୍ରୀ ଶଙ୍କରାଚାର୍ଯ୍ୟ
ଭାବାର୍ଥ – ଶିବ ଯଦି ଶକ୍ତି ବା ଦୂର୍ଗାଙ୍କ ସହିତ ଯୁକ୍ତ ହୁଅନ୍ତି, ତା’ ହେଲେ ତାଙ୍କର ଶକ୍ତି ଜାତ ହୁଏ । ନଚେତ ଦେବ ଦେବଙ୍କର ସ୍ପନ୍ଦିତ ହେବାର ଶକ୍ତି ରହେନାହିଁ । ଏଥିପାଇଁ ତୁମେ ହରି, ହର, ବ୍ରହ୍ମା ସମସ୍ତଙ୍କର ପୂଜନୀୟା । ମୋର କୌଣସି ପୁଣ୍ୟ ନାହିଁ । ମୁଁ ତୁମକୁ ପ୍ରଣାମ ବା ସ୍ତୁତି କରିବାରେ କିପରି ସମର୍ଥ ହେବି ?