ଫୁଣ୍ଡା ଚର୍ଚ୍ଚରେ ବଡ଼ଦିନ ପର୍ବ ପାଳିତ

ଟେମରି, (ଜଗଜ୍ଜିବନ ସା): ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଫୁଣ୍ଡା ଚର୍ଚ୍ଚାରେ ଖ୍ରୀଷ୍ଟ ଧର୍ମାବଲାମ୍ବୀଙ୍କ ଦ୍ବାରା ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ଦିବସ ଉପଲକ୍ଷେ ବଡ଼ଦିନ ପର୍ବ ପାଳିତ ହୋଇଯାଇଛି। ଏହି ପର୍ବ ଗତ ଡ଼ିସେମ୍ବର ୨୪ ରୁ ୨୫ ତାରିଖ ଯାଏ ଦୁଇ ଦିନ ଧରି ପାଳିତ ହୋଇଥିଲା। ଏଠାରେ ପାଷ୍ଟର ବି କେ ଯୋଷେସ କର ଯୀଶୁଙ୍କ ଜନ୍ମ ଓ ଜୀବନ କାହାଣୀ ବର୍ଣ୍ଣନା କରିବା ସହ ଜଗତ ମଙ୍ଗଳ ପାଇଁ ପ୍ରଭୁ ଯୀଶୁଙ୍କ ଆଶୀର୍ବାଦ କାମନା କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏଥିରେ ଜ୍ଞାନୀ ହରପାଲ, ଚକ୍ରଧର ହରପାଲ, ଅଞ୍ଚଳ ବାଗ, ଗଜିନ୍ଦ୍ର କର, ପୁର୍ଣ୍ଣଚନ୍ଦ୍ର କର ଆଦି ଯୋଗ ଦେଇଥିବା ବେଳେ ଏହି ଅଞ୍ଚଳର ଖ୍ରୀଷ୍ଟଧର୍ମୀମାନେ ଉପସ୍ଥିତ ରହି ପ୍ରଭୁ ଯୀଶୁଙ୍କ ପୂଜା ଅର୍ଚ୍ଚନା କରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.