କବିତା: ନୂଆ ବରଷ

ଆସ ଗୋ ନୂଆ ନୂତନ ଉନ୍ମାଦ ନେଇ
ସଭିଙ୍କ ମନ ମନ୍ଦିରେ
ନୂତନ ଶୟନେ ସପନେ ନେଇ ଆସ
ତୁମେ ପ୍ରତି ଦ୍ୱାରେ ।।

Omkar Vasthu
Omkar Vasthu

ହସୁ ଏ ଧରଣୀ ହସୁ ଏ ପୁଷ୍ପଲତା
ମାର୍ଗେ ଏକ ନୂତନ ସମ୍ଭାବନା
କାହାରି ମନେ ନ ରହୁ ପାତର ଅନ୍ତର
ବିଶ୍ୱାସେ ଭରି ଏ କାମନା ।।

Pearl dental clinic
Near Ashish Medical Store, Bhawanipatna

କରୋନାର ଗ୍ରାସରେ ଆତଙ୍କିତ ଆଜି
ଛାରଖାର ଏ ଜଗତ
ହୃଦେ ପ୍ରାର୍ଥନା ହେ ଜଗନ୍ନାଥ ଠାକୁର
ଦେଖାଅ ମୁକ୍ତିର ବାଟ ।।

Udyog Nursery
Udyogi Nursery

ଆଉ ଏକ ରାତି ଆମ ନବ ରାତ୍ରି
ସର୍ବେ କର୍ମେ ହେବେ ରତ
ପ୍ରତିଟି ହୃଦୟେ ନିଶ୍ଚେ ପ୍ରୀତି ଭରି ଉଠୁ
ସଂଚାର ହେଉ ଅତ୍ମୀୟତା ।।

ପୂରୁଣା ସ୍ମୃତି ଲୁଚି ରହୁ ଫେରି ଆସୁ
ମଧୁର ସ୍ବାଗତ ନୂଆବରଷକୁ ନିରାଶା, ଘୃଣା ଅହଂକାରକୁ କରି ଦୂରେ
ଆନନ୍ଦେ କୋଳେଇ ନେବା ସଭିଙ୍କୁ ।।

✒️ତ୍ରିନାଥ ପଟ୍ଟନାୟକ

ଅଧ୍ୟାପକ, କବି ତଥା ପ୍ରାବନ୍ଧିକ
ଗାନ୍ଧୀ ନଗର, କୋରାପୁଟ
ମୋ: ୯୪୩୮୩୬୨୧୭୨

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.