ଜୀବନ:ପୁରୁଣା ବର୍ଷ ର
ଖେଳନା
ନା’
ନୂଆବର୍ଷ ର ଖୁସି !
ଧନ୍ଦି ହେଲେ ବି
ନୂଆବର୍ଷ ର ଆରମ୍ଭ ରୁ
ଆସେ
ଅଜସ୍ର ପୁଲକ
ଜିତି ଯିବା ର, ଜିତେଇ ଦେବା ର
ଶଦ୍ଦ ର ମେଳ ରେ
ନୂଆ ଚିନ୍ତନ କୁ
ପରଷି ଦେବା ର ॥


ଜୀବନ:ପୁରୁଣା ବର୍ଷ ର
ଖେଳନା
ନା’
ନୂଆବର୍ଷ ର ଖୁସି !
ଧନ୍ଦି ହେଲେ ବି
ନୂଆବର୍ଷ ର ଆରମ୍ଭ ରୁ
ଆସେ
ଅଜସ୍ର ପୁଲକ
ଜିତି ଯିବା ର, ଜିତେଇ ଦେବା ର
ଶଦ୍ଦ ର ମେଳ ରେ
ନୂଆ ଚିନ୍ତନ କୁ
ପରଷି ଦେବା ର ॥



