✒️ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ
ଜହ୍ନରାତି ର ଚିତ୍ର ରେ
ଝୁଲୁଚି:
ତମ ଓଢ଼ଣୀ ର ଗୋଲାପୀ ରଙ୍ଗ ॥
ଚିତ୍ରମୟ ଛବି ର କବିତା ରେ
ଏତେ ଗପ !!!
ମହକିତ ଜ୍ୟୋତ୍ସ୍ନା ର ଶୋଷ ରେ
ବାର ବାର ଉଡ଼ୁଚି
ମନ ର ଭୋକ ॥
ତମେ ଏବେ କେଉଁଠି !
କୋଲନରା, ରାୟଗଡ଼ା ଜିଲ୍ଲା
ମୋ: ୮୯୧୭୩୨୪୫୨୫

ଜହ୍ନରାତି ର ଚିତ୍ର ରେ
ଝୁଲୁଚି:
ତମ ଓଢ଼ଣୀ ର ଗୋଲାପୀ ରଙ୍ଗ ॥
ଚିତ୍ରମୟ ଛବି ର କବିତା ରେ
ଏତେ ଗପ !!!
ମହକିତ ଜ୍ୟୋତ୍ସ୍ନା ର ଶୋଷ ରେ
ବାର ବାର ଉଡ଼ୁଚି
ମନ ର ଭୋକ ॥
ତମେ ଏବେ କେଉଁଠି !
କୋଲନରା, ରାୟଗଡ଼ା ଜିଲ୍ଲା
ମୋ: ୮୯୧୭୩୨୪୫୨୫


