ରିଷିଡା ସରପଞ୍ଚ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ସମାଜସେବିକା ପୁଣ୍ୟପ୍ରଭା ରଣା

କଳାହାଣ୍ଡି, (ନରୋତ୍ତମ ସେଲମା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ପଞ୍ଚାୟତର ସରପଞ୍ଚ ଭାବେ ଉଚ୍ଚଶିକ୍ଷିତା ଯୁବ ସମାଜସେବିକା ପୁଣ୍ୟପ୍ରଭା ରଣା ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେ ରିଷିଡା ମାଟିର ସର୍ବାଙ୍ଗୀନ ବିକାଶ ପାଇଁ ବଦ୍ଧପରିକର ବୋଲି ପ୍ରକାଶ କରିଛନ୍ତି । ତାଙ୍କ ପ୍ରତି ସମର୍ଥନ ବୃଦ୍ଧି ପାଇବାରେ ଲାଗିଛି । ପ୍ରକାଶ ଥାଉକି ଶ୍ରୀମତୀ ରଣା ଅଞ୍ଚଳର ଖ୍ୟାତନାମା ସାମ୍ବାଦିକ ସ୍ବର୍ଗତ ରାଜୀବ ଲୋଚନ ରଣାଙ୍କ ବୋହୁ ଅଟନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.