କବିତା: କବି

ମୋ କବିତା କିଏ ପଢୁକି ନ ପଢୁ
ଜାଣିଛି ତୁମେ ପଢ଼ିବ
ଆରମ୍ଭରୁ ଶେଷ ଟିକି ନିଖି ଦେଖି
ତୁମେ ହେ ଉତ୍ତର ଦେବ ।।

Omkar Vasthu
Omkar Vasthu

ଯାହା ଦେଖେ ତାହା ଲେଖିବାକୁ ଚାହେଁ
ଶବ୍ଦ ନ ମାନନ୍ତି ବୋଲ
ମୁଁ ମୁରୁଖ ଆଜି କବି ଯେ ହେବାକୁ
ଖୋଜୁଛି ଶବ୍ଦର ଫୁଲ ।।

Pearl dental clinic
Near Ashish Medical Store, Bhawanipatna

ଭାଷା ବାଦଳରୁ ଭାଷା ଗୋଟେଇ
ଗଢ଼େ ମୁଁ ଶବ୍ଦର ହାର
କାହା ଗଳେ ଭଲ କାହା ଗଳେ ମନ୍ଦ
ମୁଁ ନୁହେଁ କବି ପ୍ରବର ।।

Udyog Nursery
Udyogi Nursery

ପାଇବା ଆଶାରେ କବିତା ଲେଖେନି
ମନେ ଯାହା ଆସେ ଭିଡେ
ପାଠକ ପଢ଼ିଲେ ମୋ ଶ୍ରମ ସାର୍ଥକ
କେବଳ ସେତିକି ଲୋଡ଼େ ।।

✍🏾ସୁଶାନ୍ତ ରଣା


ରାଧାବଲ୍ଲଭ ପଡ଼ା
ତେରେସିଂହା, ଜିଲ୍ଲା: କଳାହାଣ୍ଡି
ମୋ: ୭୮୯୪୬୫୮୨୭୪

OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.