ଥୁଆପଦରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଥୁଆପଦର ଗ୍ରାମରେ ଯୁବ ସମାଜସେବୀ ଅରବିନ୍ଦ ସାହୁ ତାଙ୍କର ଜନ୍ମଦିନ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରିଥିବା ସୂଚନା ଦେଇଛନ୍ତି । କାର୍ଯ୍ୟକ୍ରମରେ ବିଷ୍ଣୁ ସାହୁ, ଲୋକେଶ ସାହୁ, ଅଲେଖ ରଣା, ସୋନୁ ସାହୁ, କରଣ ସାହୁ, ମନୁ ସାହୁ, ଦୀପକ ଦାସ, ହିମାଂଶୁ ଗଉଡ଼, ଜିତେନ୍ଦ୍ର ରଣା, ନିଖିଳ ସାହୁ ପ୍ରମୁଖ ଯୋଗ ଦେଇ ବୃକ୍ଷରୋପଣ କରିବା ସହ ଅରବିନ୍ଦଙ୍କ ଦୀର୍ଘଜୀବନ କାମନା କରିଥିବା ଜଣାପଡିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.