ଟିଟିଲାଗଡର ମାଲିଝର ବୁଥ୍ ରେ ଅକାମୀ ହେଲା ଇଭିଏମ୍ ଓ ଭିଭିପାଟ : ୨ଘଣ୍ଟା ବିଳମ୍ବ ରେ ଭୋଟ ଗ୍ରହଣ 

ଟିଟିଲାଗଡ,୧୮/୪ : ଆଜି ରାଜ୍ୟର ୫ଟି ଲୋକସଭା ଓ ୩୫ଟି ବିଧାନସଭା କ୍ଷେତ୍ର ପାଇଁ ମତଦାନ ଚାଲିଛି । ୬୯-ଟିଟିଲାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀର ର ୨୬୬-ମାଲିଝର ବୁଥ୍ ରେ ସକାଳ ୭ ଟାରୁ ଉଭୟ ଲୋକସଭା ଓ ବିଧାନସଭା କ୍ଷେତ୍ର ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ୧୪ ଗୋଟି ଭୋଟ ସଂଗ୍ରହ ପରେ ଇଭିଏମ୍ ଓ ଭିଭିପାଟ ଅକାମୀ ହୋଇଥିଲା। ପରେ ପ୍ରିଜାଇଡିଂ ଅଫିସର ଉପରିସ୍ଥ ଅଧିକାରୀମାନଙ୍କୁ ଯୋଗଯୋଗ କରିବା ପରେ ସେକ୍ଟର ଅଫିସର ନୁତନ ଇଭିଏମ୍ ଓ ଭିଭିପାଟ ଆଣିବା ପରେ ୨ଘଣ୍ଟା ବିଳମ୍ବ ରେ ଚାଲିଛି ଭୋଟ ଗ୍ରହଣ ।

Omkar Vasthu
Omkar Vasthu
ଟିଟିଲାଗଡ ରୁ ଭିଷ୍ମସେନ ମହାକୁର ଙ୍କ ରିପୋର୍ଟ odiabarta.in

ହ୍ଵାଟ୍ସଆପରେ ଲେଟେଷ୍ଟ ନ୍ୟୁଜ୍ ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇

Pearl dental clinic
Near Ashish Medical Store, Bhawanipatna

http://bit.ly/odiabartagroup2

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.