ବିଶ୍ଵନାଥପୁର ଠାରେ ବିଜେଡ଼ି ପକ୍ଷରୁ କେନ୍ଦ୍ର ସରକାର ବିରୁଦ୍ଧରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବିଡ଼ିଓଙ୍କୁ ଦାବି ପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଜାତୀୟ ଖାଦ୍ୟ ସୁରକ୍ଷା ଆଇନଲାଗୁ କରି କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଗରିବ ହୀତାଧିକାରିଙ୍କ ଠାରୁ ୫କିଲୋ ଚାଉଳ କାଟିବାକୁ ନେଇ ଆଜି ଲାଞ୍ଜିଗଡ଼ ବ୍ଲକ ବିଜୁ ଜନତା ଦଳ ତରଫରୁ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଲାଞ୍ଜିଗଡ଼ ବିଧାୟକ ପ୍ରତିନିଧି ପ୍ରଦୀପ କୁମାର ଘଡ଼େଇ ନେତୃତ୍ବରେ ଲାଞ୍ଜିଗଡ଼ ବ୍ଲକ ଠାରେ ବିକ୍ଷୋଭ ପ୍ରଦର୍ଶନ କରି ଲାଞ୍ଜିଗଡ଼ ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ। ଏଥିରେ ପୂର୍ବତନ ବିଧାୟକ ଶିବାଜୀ ମାଝୀ,ପୂର୍ବତନ ଉପାଧ୍ୟକ୍ଷ ଶ୍ରୀଧର ପେସନିଆ,ଜଗଦିଶ ବେନିଆ,ପୂର୍ବତନ ଅଧ୍ୟକ୍ଷ ମନୋହର ହରପାଲ,ଲାଞ୍ଜିଗଡ ବ୍ଲକ ମହିଳା ସଭାନେତ୍ରୀ ସୁଜାତା ଘଡେ଼ଇ,ଜୋନ୧ ଜୋନ ସଭାପତି ଚନ୍ଦ୍ର ମହାପାତ୍ର,ଜିଲ୍ଲା ପରିଷଦ ସଦସ୍ୟ ପରିକ୍ଷିତ ନାଏକ ଲାଞ୍ଜିଗଡ଼ ମିଡ଼ିଆ ସେଲ ସଭାପତି ସନ୍ତୋଷ କୁମାର ତୁଳ,ସୁବନ ଭୋଇ,ବିଜେଡିର ଯୁବ ଉପସଭାପତି ମୁକେଶ ବେହେରା, ବିଶ୍ଵନାଥପୁର ସରପଞ୍ଚ ସୁରଥ ମାଝୀ,ବିଜେଡି ବରିଷ୍ଠ ନେତା ହରିଶ୍ଚନ୍ଦ୍ର ବୁଦ୍ଧିଆ, କୃଷ୍ଣ ଚନ୍ଦ୍ର ଘଡେଇ,ତରୁଣ କୁମାର ଦାସ, ଯୁବନେତା ହିମାଦ୍ରୀ ପେସନିଆ,ସତ୍ୟ ନାଏକ, ଦେବାଶିଷ ରଂଜନ ବିଶି, ଶ୍ରୀନିବାସ ସେଠୀ ପ୍ରମୁଖ ଉପସ୍ଥିତ ରହି ଶ୍ରୀ ମିଶ୍ରଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.