ଆତ୍ମସମର୍ପଣ କଲେ ମୋଷ୍ଟ ୱାଣ୍ଟେଡ ମାଓବାଦୀ

୩ ନାଇଟ ୩ ବନ୍ଧୁକ ସହ ୧୫ ରାଉଣ୍ଡ ଗୁଳି ଧରି ଆତ୍ମସମର୍ପଣ

Omkar Vasthu
Omkar Vasthu

ତାଙ୍କ ମୁଣ୍ଡ ଉପରେ ଲକ୍ଷେ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ ରାଜ୍ୟ ସରକାର

Pearl dental clinic
Near Ashish Medical Store, Bhawanipatna

ନୂଆପଡା,୧୮/୫ : ନୂଆପଡା ଜିଲ୍ଲା ଆରକ୍ଷୀ ଅଧିକାରୀ ଶ୍ରୀ ସ୍ମିଥ ପରମାର ଆଜି ଏକ ପ୍ରେସ ମିଟ ରେ ସୂଚନା ଦେଇଛନ୍ତି ଯେ ପର୍ଶୁରାମ ଧରୁଆ ଓରଫ ମଣ୍ଟୁ ଓରଫ ପର୍ଶୁରାମ ମାଝୀ ଯିଏକି ଅନେକ ମାଓ କାର୍ଯ୍ୟକଳାପ ରେ ଗତ ୨୦୧୪-୧୫ ରୁ ଜଡିତ ଥିଲେ ଓ ତାଙ୍କ ନାମରେ ଓଡିଶା ସରକାର ତରଫରୁ ଏକ ଲକ୍ଷ ଟଙ୍କା ପୁରସ୍କାର ମଧ୍ୟ ଥିଲା ସେ ଆତ୍ମସମର୍ପଣ କରିଛନ୍ତି ।

Udyog Nursery
Udyogi Nursery

ମେନପୁର -ନୂଆପଡା ଡିଭିଜନରେ ସେ ଜୁନ ୨୦୧୭ ମଧ୍ୟ ଯୋଗ ଦେଇଥିଲେ । ସେ ସିନାପାଲି ସି.ପି.ଆଇ ର ଏଲ.ଓ.ଏସ ରେ ଏକ ମୁଖ୍ୟ ଭାଗ ଥିଲେ । ଅନେକ ମାଓ ଆକ୍ରମଣ ରେ ମଧ୍ୟ ତାଙ୍କ ହାତ ଥିବା ସନ୍ଦେହ କରା ଯାଉଛି ଓ ତଦନ୍ତ ଚାଲିଛି ବୋଲି ଆରକ୍ଷୀ ଅଧିକାରୀ ସୂଚନା ଦେଇଛନ୍ତି ।

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗ (ରାହୁଲ) ଙ୍କ ରିପୋର୍ଟ odiabarta.in

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Join our whatsapp group👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.