ଆରପାରିରେ ଆଦର୍ଶ ମହିଳା ପଦ୍ମାବତୀ ପରିଡା, ବମ୍ବୁରୀରେ ଶୋକର ଛାୟା

କଟକ: କଟକ ସଦର ବ୍ଲକ କନ୍ଦରପୁର ପଂଚାୟତ ଉପକଣ୍ଠ ବମ୍ବୁରୀ ଗ୍ରାମର ଧର୍ମପ୍ରାଣା ମହିଳା, ମିଷ୍ଟଭାଷୀ ତଥା କଣ୍ଠଶିଳ୍ପୀ ଭାବେ ପରିଚିତ ପଦ୍ମାବତୀ ପରିଡା (୮୬)ଙ୍କ ଦେହାନ୍ତ ହୋଇଛି। ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଏକାଦଶାହ ଦିବସରେ ତାଙ୍କ ସୁପୁତ୍ର ନରେଶ ଚନ୍ଦ୍ର ପରିଡା, ରମେଶ ଚନ୍ଦ୍ର ପରିଡା, ନାତି ଓମପ୍ରକାଶ ପରିଡା, ଖିତିଶ ପରିଡା, ଲୋକନାଥ ରାଉତ, ନାତୁଣୀ ପ୍ରଜ୍ଞା ପରମିତା ପରିଡା, ସୌମ୍ୟାଶ୍ରୀ ସୁଭସ୍ମିତା ପରିଡା, ଶୁଭଶ୍ରୀ ଶୁଭସ୍ମିତା ପରିଡା, ସାଧିକା, ଦେବୀକା, ରାଜା, ଶ୍ରୀ, ଅଣନାତି, ନାତୁଣୀ ଓ ଅଞ୍ଚଳ ବାସିନ୍ଦା ଉପସ୍ଥିତ ରହି ଶୋକ ପାଳନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.